ବିଷମକଟକ ଲ୍ୟାମ୍ପସ ତରଫରୁ ୨୦୨୪ – ୨୫ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

ରାୟଗଡ଼ା ;ତା-୩୦/୦୩(ବିଏମସି ଟିଭି ଓଡ଼ିଆ)

ବିଷମକଟକ ଲ୍ୟାମ୍ପସ ତରଫରୁ 2024-25 ବାର୍ଷିକ ସାଧାରଣ ସଭାଆୟଜିତ ହୋଇଥିଲା ଉକ୍ତ ସଭାରେ ଲ୍ୟାମ୍ପସ ଦ୍ୱାରା କାର୍ଯ୍ୟକାରୀ ହେଉଥବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲଚନା କରାଗଲା ଓ ୨୦ ୨୫- ୨୬ ଆର୍ଥିକ ବର୍ଷରେ ସମିତି ଚାଷୀ ଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟ କରିବ ତାହା ସର୍ବସମ୍ମତି ଙ୍କ ଠାରେ ସମିତିର ପରିଚାଳନା ନିର୍ଦ୍ଧେଶକ ପଠନ କରିଥିଲେ। ତା ସହିତ ଚାଷୀ ଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା ତତ୍ ସହିତ ସମିତି ରୁ ଯେଉଁ ଚାଷୀ ନିୟମିତ ଋଣ ଠିକ୍ ସମୟ ରେ ପରିଷଧ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଥିଲା ଯଥା ବି ନାଗେଶ୍ଵର ରାଓ ,ମାଧବ କୁଣ୍ଡିକା କୁମୁଟାଡି ମାଣ୍ତିକା ଓ ଲକ୍ଷ୍ମଣ ମାଣ୍ଡିକା ଙ୍କୁ ସମ୍ମାନିତ କରାଯାଇ ଥିଲା ତା ସହିତ ସମିତି ର କର୍ମଚାରି ମାନଙ୍କ ମଧ୍ୟରୁ ସର୍ବଚ୍ଚ ଫାଇନାସ କରିଥିବା କର୍ମଚାରି ଚିତ ରଞ୍ଜନ ପଣ୍ଡା ଙ୍କୁ ପୁରଷ୍କୃତ କାରାଗଲା । ଉକ୍ତ ଶୋଭାରେ ସମିତି ର ସଭାପତି ଶିରି କୁମ୍ବୁରୁକା , KCC ବ୍ୟାଙ୍କ ତରଫରୁ ବାମଦେବ ପଟ୍ଟନାୟକ , ମାର୍କଫେଡ଼ ମ୍ୟାନେଜର ତାପସ ସାରଙ୍କ ସହିତ ସମିତି ର ସମସ୍ତ କର୍ମଚାରୀ , ସଦସ୍ୟ / ସଦସ୍ୟା ଓ ବହୁ ସଂଖ୍ୟାରେ ସମସ୍ତ ଚାଷୀ ଉପସ୍ଥିତ ରହିଥିଲେ । ଅତି ସୁନ୍ଦର ଭାବେ ଉକ୍ତ ଶୋଭା ଟିକୁ ସମିତି ର ନିର୍ଦ୍ଦେଶକ ଶାନ୍ତୁନୁ ସାହୁ ପରିଚାଳନା କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *