କୋରାପୁଟ : ତା-୦୫/୦୩(ବିଏମସି ଟିଭି ଓଡିଆ)
ପ୍ରତିବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ବିଜୁ ଜୟନ୍ତୀ କୁ ସରକାରୀ ଭାବେ ଛୁଟି ଘୋଷଣା ନ କରି ବିଦ୍ୟାଳୟ ଖୋଲା ରଖିବାକୁ ନିର୍ଦେଶ ଦେଇଥିବା ବେଳେ ଆଜି କୋରାପୁଟ ର ସର୍ବପୁରାତନ ବନ ଭାରତୀ ବେସରକାରୀ ଇଁରାଜୀ ମିଡିୟମ ବିଦ୍ୟାଳୟ ଆଜି ବନ୍ଦ ଥିବାର ଦେଖାଯାଇଥିଲା| ଗୋଟେ ପଟେ ରାଜ୍ୟ ସରକାର ଙ୍କ ନିୟମ କୁ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଆଜି ନିୟମିତ ଖୋଲା ରହିଥିବା ବେଳେ ଏହି ବିଦ୍ୟାଳୟ ବନ୍ଦ ରହିବା ମାନେ ସରକାରୀ ନିୟମ କୁ ଫୁ କରୁଥିବାର ସାଧାରଣ ରେ ଆଲୋଚନା ହେଉଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା