ବୌଦ୍ଧ ;ତା-୨୧/୦୩(ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରେ ଲାଗିଲା ନିଆଁ । ଥାନା ରେ ପଛ ପଟେ ଜବତ ଜାନବାହାନ ରଖାଯାଇଥିବା ସ୍ଥାନରେ ଲାଗିଲା ନିଆଁ ।ତେଵେ ପଡୋଶୀ ଜିଲ୍ଲା ସୁବ ର୍ଣ୍ଣ ପୁର ରୁ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦିଆ ଯାଇଥିଲି ।

ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଛି । ଏହି ନିଆଁ ରେ ପୋଲିସ ସିଜ କରିଥିବା ଗାଡି ସମ୍ପୂର୍ଣ ମାତ୍ର ରେ ଦୁଇ ଟି ଗାଡି ପୋଡି ନଷ୍ଟ ହୋଇଛି ତେଵେ ଅନ୍ୟ ଗାଡି ଗୁଡିକ ଠିକ ଥିବା ସୂଚନା ମିଳି ଥିବା ବେଳେ ନିଆଁ ଟି କେଉଁ କାରଣ ରୁ ଲାଗିଲା ତାହା ଜଣାପଡିନାହିଁ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।