ରାମକୃଷ୍ଣା ବିଦ୍ୟାଳୟ ର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କୋରାପୁଟ ;ତା-୨୬/୦୩(ବିଏମସି ଟିଭି ଓଡ଼ିଆ)

ରାମ କ୍ରିଷ୍ଣା ବିଦ୍ୟାଳୟ ରେ ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ପୌର ପାଳ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଏଥିରେ ଯୋଗଦେଇ ଏହି କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ସେମାନଙ୍କର ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ ପରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।

ଏ ଉପଲକ୍ଷେ ବିଦ୍ୟାଳୟ ର ପିଲାମାନେ ସାଂକୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟପ୍ରତିଷ୍ଠାତା ଅମୁଲ୍ୟ ମହାପାତ୍ର ଅଧ୍ୟକ୍ଷା ତପସ୍ୱିନୀ ମହାପାତ୍ର ସମେତ ସମସ୍ତ କର୍ମଚାରୀ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଛାତ୍ର ଛାତ୍ରୀ ଏଥିରେ ସାମିଲ ହୋଇଥିଲେ ।


କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *