ନୟାଗଡ଼ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)

ଆଜି ପବିତ୍ର ଇଦ ଉଲ ଫିତର ଭାଇଚାରା ର ପର୍ବ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସିନ୍ଦୁରିଆ ଇଦଘା

ପୀଠରେ ମୁସଲମାନ ଭାଇ ଗୁରୁଜନ ମାନଙ୍କ ସହିତ ଆୟୋଜିତ ଅାଧ୍ୟାତ୍ମିକ ପ୍ରାର୍ଥନା ସଭାରେ ଯୋଗ ଦେଇ

ଏହି ଖୁସି ମୁହୂର୍ତ୍ତ ରେ ସମସ୍ତଙ୍କ ସହ ଛାତି କୁ ଛାତି ମିଶାଇ ଇଦ ଶୁଭକାମନା ଜଣାଇ ଥିଲେ ।


ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।