ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ରାଇରଙ୍ଗପୁର ଗସ୍ତ।

ରାଇରଙ୍ଗପୁର ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)

ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ରାଇରଙ୍ଗପୁର ଗସ୍ତ । ଏହି ଗସ୍ତ ରେ ଦାଣ୍ଡବୋଷ ନିକଟ ପୋଖରୀଆ ଠାରେ ଥିବା ବିମାନବନ୍ଦର ଉନ୍ନତିକରଣ ନିମନ୍ତେ ଡବଲ ଇଞ୍ଜିନ ସରକାର ଗରିବ ୪୫ ଆଦିବାସୀ ପରିବାର ଲୋକଙ୍କୁ ଯେଉଁ ବେ ନିୟମ ଭାବେ ରାଇରଙ୍ଗପୁର ତହସିଲଦାର ଲୋକଙ୍କୁ ତଇଥାନ ନ କରି ବିସ୍ତାପିତ କରିଥିଲେ ସେହି ଗରିବ ଆଦିବାସୀଙ୍କୁ ଭେଟିଥିଲେ । ଲୋକଙ୍କୁ ଭେଟି ପ୍ରତିଶୃତି ଦେଲେ ଓଡିଶାର କଂଗ୍ରେସ ଦଳ ର ପିସିସି ସଭାପତି କଥା ଦେଉଛି ଆପଣ ମାନଙ୍କୁ ସରକାର ତଇଥାନ ନ କରିବା ଯାଏଁ ଆମ୍ବେ ଆପଣଙ୍କ ସାଙ୍ଗରେ ଅଛୁ ।ଡବଲ ଇଞ୍ଜିନ ସରକାରଙ୍କୁ ବାଧ୍ଯ କରାଇବୁ ଆପଣ ମାନେ ଯେପରି କ୍ଷତିପୂରଣ ପାରିବେ । ଯଦି ସରକାର ଏହି ସାତ ଦିନ ଭିତରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଓଡିଶାର କଂଗ୍ରେସ ଦଳ ରାଜରାସ୍ତା କୁ ଓଲାଇବ ସହିତ ଦରକାର ପଡିଲେ ବିଧାନ ସଭା ଆଗରେ ଧାରଣାରେ ବସିବୁ । ରାଇରଙ୍ଗପୁର ରେ ପିସିସି ସଭାପତିଙ୍କ ବ୍ଯକ୍ତି ଙ୍କ ସମେତ ବହୁ ପୁରୁଖା ନେତା ମାନେ ସାମିଲେ ଥିଲୁ । ପୋଖରୀଆ ଗ୍ରାମ ବାସୀଙ୍କୁ ନ୍ଯାୟ ଙ୍କୁ କ୍ଷତିପୂରଣ ନ ମିଳିବା ପର୍ଯ୍ଯନ୍ତ ଆପଣ ମାନଙ୍କ ସାଙ୍ଗ ରେ ଅଛୁ ବୋଲି ପ୍ରକାଶ କରିଥିଲେ।

ରାଇରଙ୍ଗପୁର ରୁ ଇତ୍ତମ ରାମ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *