କୁଡୁମୁଲୁଗୁମା ତହସିଲ ସ୍ତ୍ରୀତ ପୂଜାରୀଗୁଡା ଗ୍ରାମରେ ଘରଡିହ ପଟା ଏବଂ ଆୟୁଶମାନ କାର୍ଡବଣ୍ଟନ।

ମାଲକାନଗିରି ;ତା-୨୩/୦୪(ବିଏମସି ଟିଭି ଓଡ଼ିଆ)

କୁଡୁମୁଳୁଗୁମା ର ପୂଜାରୀଗୁଡା ଗ୍ରାମ ରେ କୁଡୁମୁଳୁଗୁମା ର ତହସିଲଦାର ମାଲକାନଗିରି ଜିଲ୍ଲାର ML MP subcolecter ADM ଏବଂ ଏ ଜିଲ୍ଲାପରିଷଦ ଙ୍କ ଜରିଆରେ ଘରଡିହ ପଟା ୮୮ଜଣକୁ ଏବଂ ଜଙ୍ଗଲ ଜମିପଟା ୯୭ଜଣ ଙ୍କୁ ଏବଂ ଆୟୁଶମାନ କାର୍ଡ ୨୦ଜଣଙ୍କୁ ବଣ୍ଟା ଯାଇଥିଲା।

ଏହି ଅବସର ରେ ଏହାକୁ ପରିଚାଳନା କରିଥିଲେ। ପ୍ରଶାନ୍ତ କୁମାର ପୃଷ୍ଟି ଏବଂ ବରିଷ୍ଠ ରାଜସ୍ୱ ସହାୟକ ଏବଂ ସମସ୍ତ ତହସିଲ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *