ବାଲିମେଳାରେ ୯୯ ପ୍ରତିଶତ ପାସ ହାର ମୋଟ ୬ଟି A1.

ବାଲିମେଳା ; ତା-୦୩/୦୫ ( ବିଏମସି ଟିଭି ଓଡ଼ିଆ )


ମାଲକାନଗିରି ଜିଲ୍ଲା ବାଲିମେଳା ବିଭିର୍ଣ୍ଣ ବିଦ୍ୟାଳୟ ରେ ସତ ପ୍ରତିଶତ ପାସ ହୋଇଥିବା ଜଣା ପଡ଼ିଛି । ବାଲିମେଳା ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୫୪ଜଣ ଛାତ୍ରୀ ଛାତ୍ର ମଧ୍ୟରୁ A୧-୫ଜଣ କ୍ରିଷ୍ଣାଶ୍ରୀୟା ସ୍ୱାଇଁ -୫୫୮ ,ପ୍ରାଚୀ ଦାସ -୫୪୯, ଅନ୍ୱେସା ବିଶ୍ୱାଳ -୪୫୬, ସ୍ମୃତି ରେଖା ପ୍ରଧାନ -୫୪୬,ନୀତିଶ ପାଙ୍ଗି -୫୪୦, A୨-ଜଣେ ବି ୧-୯, ବି ୨-୧୫,ସି -୧୬,ଡି -୭, ଇ -୧ ପାସ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠି ସମସ୍ତଙ୍କୁ ସୁବେଛା ଜଣାଇଛନ୍ତି । ସେହିଭଳି ସରକାରୀ ଉଚ୍ଚ ବିଧ୍ୟଳୟରେ ୨୪୮ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୪୬ ଜଣ ପାସ କରିଥିବା ବେଳେ A୧-ରେ ଜଣେ ପ୍ରେରଣା ପାଢ଼ୀ ୫୪୩ ନମ୍ବର ରଖିଛନ୍ତି ଏଥିସହିତ A୨- ଜଣ ବି ୧-୧୦, ବି୨-୨୭, ସି -୬୮, ଡି -୮୬, ଇ-୪୯ ଜଣ ପାସ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା କୁମାରୀ ହିଆଲ ସୂଚନା ଦେଇଥିବା ସହ ସମସ୍ତ ଛାତ୍ର ଛାତ୍ରୀ ଙ୍କର ଉଜ୍ଜଳ ଭବିଷ୍ୟତ ର କାମନା କରିଛନ୍ତି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୪୬ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୪୬ ଜଣ ପାସ ହୋଇଥିବା ବେଳେ ବି୨-୨ ଜଣ , ସି -୧୬ ଜଣ ,ଡି -୨୬ ଜଣ , ଇ -୨ ଜଣ ପାସ କରିଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *