ଅଜଣା ଗାଡି ଧକ୍କାରେ ୨ଜଣ ଗୁରୁତର



ଦଶପଲ୍ଲା:- ୦୬/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ି ପଡ଼ା ଗ୍ରାମ ପଞ୍ଚାୟତ ର ମର୍ଦାବାଡି ଗ୍ରାମର ମାନସ ଦଳବେହେରା ଓ ପ୍ରଦୀପ ନାୟକ। ମାନସ ଓ ପ୍ରଦୀପ ଉଭୟ ଗୋଟିଏ ଗାଡ଼ିରେ ଦଶପଲ୍ଲା ରୁ ଶାଳିଆ ଗୋଛା ଯିବା ସମୟରେ କୁଆଁରିଆ ଛକ ନିକଟରେ ଫୁଲବାଣୀ ପଟରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ସୂଚନା ମିଳିଛି।ଉଭୟ ଙ୍କୁ ଏନ ଏଚ ଆମ୍ବୁଲାନ୍ସ ଦ୍ଵାରା ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ।ଅଧିକ ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ।

Leave a Reply

Your email address will not be published. Required fields are marked *