ବାବା କପିଳେଶ୍ୱର ମହାଦେବ ଙ୍କ ୩ୟ ବାର୍ଷିକ ଉତ୍ସବ ପାଳିତ।

ନୟାଗଡ :ତା-୨୭/୦୫(ବିଏମସି ଟିଭି ଓଡ଼ିଆ )

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଶିମିଳିସାହି ପଞ୍ଚାୟତ ଅନ୍ତର୍ଗତ ଦେଢ଼ଶର ଠାରେ ବାବା କପିଳେଶ୍ଵର ମହାଦେବଙ୍କ ୩ୟ ବାର୍ଷିକ ଉତ୍ସବ ଅବସରରେ, ଦଶପଲ୍ଲାର ଆରାଧ୍ୟଦେବୀ ମା ଶୁଲୁକୁଟୀଙ୍କ ପୀଠ ପାର୍ଶ୍ୱରେ ଥିବା କୁଆଁରିଆ ନଦୀପଠାରୁ ଜଳଧରି ସମସ୍ତ ଭକ୍ତମାନେ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ବାବା କପିଳେଶ୍ଵର ଶୈବପୀଠରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ମହିଳା, ପୁରୁଷ ଭକ୍ତ ମାନେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଜେଡ଼ି ର ପ୍ରମୁଖ ନେତା ଙ୍କ ସମତେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କାଉନସିଲର, ବିଜେଡ଼ିର ସକ୍ରିୟ କର୍ମୀ ଓ ସମସ୍ତ ଜନ ପ୍ରିତିନିଧି ଯୋଗ ଦେଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *