କୋରାପୁଟ ;ତା-୦୩/୦୬(ବିଏମସି ଟିଭି ଓଡ଼ିଆ)
ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ର ଅସ୍ଥି ଶଲ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ବାଲ ସୁରକ୍ଷା ଓ କିୟୁ ଇଣ୍ଡିଆ ର ସହଯୋଗ ରେ ମେଡିକାଲ୍ ପରିସର ରେ ବଜ୍ରପାତ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ବାଲ ମୁଖ୍ୟଅତିଥି ଭାବେମେଡ଼ିକାଲ କଲେଜ ହସ୍ପିାଲର ଅଧିକ୍ଷକ ଡ ଶୁଶାନ୍ତ କୁମାର ସାହୁ ଯୋଗଦେଇ ଥିବା ବେଳେ ଅନ୍ୟ ଅତିଥି ଭାବେ ଡ ଚିନ୍ମୟୀ ସାହୁ ଡ ସନ୍ଦୀପ ବଡଗେଲା ଡ ଜନ୍ବଜୟ ଦାସ ଡ ଡ୍ଡୋଳିସୁନୀଲ କୁମାର୍ ମନୋଜ କୁମାର ଦାସ ଯୋଗଦେଇ ଏହି ଦିବସ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ରୋଗ ଶିଶୁ ର ଜନ୍ନ ରୁ ଆରମ୍ଭ ହେବା ପରେ ଏହାର ଚିକିତ୍ସା ଛଅ ସପ୍ତାହ ମଧ୍ୟ ରେ ହୋଇପାରିବ ବୋଲି କହିବା ସହ ଛୋଟ ଶିଶୁର ଗୋଡ ପ୍ଲାଷ୍ଟର ମାଧ୍ୟମ ରେ ହୋଇପାରିବ ସେଥିପାଇଁ ଛଅ ଥର ପ୍ଲାଷ୍ଟର ର ଜରୁରୀ ଅଛି ।ମା ବାଙ୍ଗରା ହୋଇଥିଲେ ତଥା ଗର୍ଭଶୟା ରେ ଶିଶୁ ବୁଲି ନ ପାରିଲେ ଏହି ରୋଗ ଦେଖାଦେବ ବୋଲି ଜଣାପଡିଛି । ସବୁଠୁ ବଡ କଥା ହେଲା 2013ରୁ 2025ମଧ୍ଯ ରେ 555ଜଣ ଶିଶୁ ଙ୍କୁ ଚିକିତ୍ସା କରଯାଇଥିବା ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଆର ବି ଅକ୍ସ ର ମ୍ୟାନେଜର ସନ୍ତୋଶୀ କୁମାରୀ ଗୋପୀ ସସ୍ମିତା ଜେନା ଉପସ୍ଥିତ ଥିଲେ ।
କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।