ରାୟଗଡ଼ା:- ତା – ୧୬/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଆଜି ତାରିଖ 16/06/25ରିଖ ଦିନ ସରକାରଙ୍କ ବିକାଶ ଯୋଜନା ଉପରେ ବାଙ୍କୀଲି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ଣ୍ଣ ହେବା ପରେ ମାନ୍ୟ ବର ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଏହା ଗୋଟିଏ ପ୍ରୟାସ । ଏହାର ମୁଖ୍ୟ ଉଦେଶ୍ୟ ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଓ କଣ ଅନୁକୋଣରେ ସମସ୍ତ ପାଖକୁ ବାର୍ତା ପହଂଚାଇବା । କଣ ସରକାର ଙ୍କ ଯାହା ସବୁ ମୌଳିକ କାରଣ ଯଥା. ପାନୀୟ ଜଳ.. ଆନ୍ତର୍ଦ୍ୱୟ ଗ୍ରହ ଓ ରାସନ କାର୍ଡ.. ଜମି ପଟା.. ଭିନ କ୍ଷମ ଲୋକଙ୍କୁ ସୁବିଧା ଓ ଶିକ୍ଷା ଏହି ସମସ୍ତ ବିଷୟରେ ଓ ଜଙ୍ଗଲ ନିରୀକ୍ଷଣ ପ୍ରତ୍ୟେକ ସମସ୍ୟା ର ସମାଧାନ ହେବ ବୋଲି ବୁଝାଇଥିଲେ ।

ଏଥିରେ ସ୍ଥାନ୍ୟ ସରପଞ୍ଚ.. କୁନି ମଣ୍ଡାଙ୍ଗୀ.. ସମିତି ସଭ୍ୟ. ବୃନ୍ଦାବନ ତୁଳ.. PEO. ଜୀବନଜେନା NS. ମମିତା କାଦ୍ରକ.. RI. ରଂଜିତା ବେହେରା। ARI. ସିଦ୍ଧେଶ ପଣ୍ଡା. PDS. ସ୍ୱରିଓ ନିମଲ. F. G. ଗୁଣପୁର ରଜନୀ ସାହୂ.. ଉପସ୍ଥିତ ଥିଲେ । ଏବଂ ଏହି ସରକାରଙ୍କ ବିକାଶ ଉପରେ ଆଲଚନା କରିଥିଲେ । ଏବଂ ରାସନ କାର୍ଡ (4),ଅନ୍ଦାରଦ୍ୱୟ କାର୍ଡ (4),ଜମି ପଟା (9) ବଣ୍ଟନ କରିଥିଲେ ।

ରାୟଗଡା ଜିଲ୍ଲା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।