ଓଡିଶା ସେବା ନିବୃତ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚ, କୁଡୁମୁଲୁଗୁମ୍ମା ଶାଖା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇ ଅଛି।

ମାଲକାନଗିରି ; ତା-୧୫/୦୨(ବିଏମସି ଟିଭି ଓଡ଼ିଆ)

ଓଡିଶା ସେବା ନିବୃତ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚ, କୁଡୁମୁଲୁଗୁମ୍ମା ଶାଖା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ।  ଜୋତିରଂଜନ ପଟନାୟକ ଙ୍କ ସଭାପତିତ୍ବ ରେ ଆଲୋଚନାଚକ୍ର ହୋଇଯାଇଛି ।ସଂପାଦକ, ଉପସଭାପତି, ଓ ସମସ୍ତ ସଭ୍ଯ ସଭ୍ଯା ଉପସ୍ଥିତ ରହି, ଚାକିରୀ ଜୀବନରେ ଜନସାଧାରଣଙ୍କ ପାଇଁ କରିଥିବାସେବା ଓ ଆନନ୍ଦ ଲପଲବଧି ସଂମ୍ପର୍କ ରେ, ଆଲୋଚନା କରିଥିଲେ ।ବର୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା କୁଡୁମୁଲୁଗୁମ୍ମା ବ୍ଲକ କୁ ପୂର୍ବ ସରକାର କେଉଁଆଡ଼େ ହଟାଇ ନେଇଥିବାରୁ, ସମସ୍ତ ସଭ୍ଯ ସଭ୍ଯା ଦୁଃଖ ପ୍ରକାଶ କରିଥିଲେ।ଏକ ସଭାଗୃହ ପାଇଁ ଚାରିମାସ ହେଲା ତହସିଲଦାର କୁଡୁମୁଲୁଗୁମ୍ମା ଙ୍କ ଜରିଆରେ ଚିତ୍ରକୋଣ୍ଡା ବିଡିଓ ଙ୍କୁ ଯୋଗାଇଦେବାପାଇଁ ଅନୁରୋଧ କରାଯାଇ ଥିଲେ ମଧ୍ଯ ମିଳିପାରିନାହିଁ ।ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ।ଏଥିପାଇଁ ବିଡିଓ ଚିତ୍ର କୋଣ୍ଡା ଙ୍କୁ ଅନୁରୋଧ କରାଗଲା କି ଅନୁଧାନ କରାଯାଇ ଯଥାଶିଘ୍ର ଏକ ସଭାଗୃହ ଯୋଗାଦିଆଗଲେ ଖୁସି ହୋଇ ପାରିବେ ପରିଶେଷରେ ।ଧନ୍ୟବାଦ ଦିଆଯାଇ ସଭା ସମ୍ପନ୍ନ ସହିତ ଭୋଜନ ବ୍ୟବସ୍ତା ହୋଇଥିଲା ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *