ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ରେ ଡ଼କ୍ଟର ବି ଆମ୍ବେଦକର ଙ୍କ ର ପ୍ରତିମୂର୍ତ୍ତ ଉଦଘାଟନ ହୋଇଯାଇଛି।

ରାୟଗଡା ;ତା-୧୭/୦୫(ବିଏମସି ଟିଭି ଓଡ଼ିଆ)

ଆଜି ରାୟଗଡା ଜିଲ୍ଲା କଲ୍ୟାଣସିଂପୁରବ୍ଲକ କଲ୍ୟାଣସିଂପୁର ଠାରେ ଡ଼କ୍ଟର ବି ଆମ୍ବେଦକର ଓ ବିର୍ଷା ମୁଣ୍ଡା ଙ୍କ ମୂର୍ତ ସ୍ଥାପିତ କରା ଯାଇଛି।  ଦୀର୍ଘ ୩ବର୍ଷ ପରେ ଏହି ସଂଘର୍ଷ ପରେ ଏହା ପୂର୍ଣ୍ଣ ହଇଛି ବୋଲି ରାୟଗଡା ଜିଲ୍ଲାର ବହୁ ଜନ ସମାଜ ପାରଟି ର ସଭାପତି  ଜିତୁ ଜାକାଶିକା କହିଛନ୍ତି । ଓ ଡ଼ମ୍ବ ସମାଜର ସଭାପତି ଜଗମବେନିୟା କହିଛନ୍ତି । ଏଠାରେ ରାୟଗଡ଼ାର ଓକିଲ ଶ୍ରୀ ଅଭି ପଲକା ଓ ବୋହୁ ଜନ ସମାଜ ପାରଟି ର ସରଜ ନାୟକ ଓ କଳାହାଣ୍ଡି ଜିଲ୍ଲାର ସୁନାମାଧନ୍ୟ ଗାୟକ ଗାୟକ କଣ୍ଠ ଶିଳ୍ପୀ ରିତେଶ ସୁନା ମଧ୍ୟ ସଭାରେ ଜଗ ଦେଇଥିଲେ ।ଆଉ ଏହି ସଭାରେ ଉପସସ୍ଥିତ ସମସ୍ତେ ବିର୍ଷାମୁଣ୍ଡା ଓ ଡ଼କ୍ଟର ଆମ୍ବେଦକର ସମ୍ଭିଦାନ ଉପରେ ଉଲେଖ କରିଥିଲେ । ଓ ବହୁତ ନାଚ ଗୀତ ରେ ବହୁତ ଆଡମ୍ବର ସହ କରାଯାଇଥିଲା ଏଠାରେ ପ୍ରାୟ ୫୦୦୦୦ଲୋକଙ୍କ ପାଇଁ ଖାଇବାର ମଧ୍ୟ ଆୟୋଜନ କରାଯାଇଥିଲା ଓ ପ୍ରଶାସନ ପକ୍ଷରୁ କଡା କଡୀ ଭାବରେ ସୁରକ୍ଷା ମଧ୍ୟ କରା ଯାଇଥିଲା ।

ରାୟଗଡ଼ା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *