ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ରାୟଗଡ଼ କୃତିତ୍ୱ।

ରାୟଗଡ଼ା ;ତା-୧୩/୦୩(ବିଏମସି ଟିଭି ଓଡ଼ିଆ)

ରାୟଗଡ଼ ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରିଥିବା ସ୍ଵାମୀ ବିବେକାନନ୍ଦ ବିଦ୍ୟା- ମନ୍ଦିର ରିଙ୍ଗ ରୋଡ ର ଛାତ୍ରଛାତ୍ରୀ ମାନେ।ତୃତୀୟ, ପଞ୍ଚମ ଓ ଜାତିୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷାରେ କୃତିତ୍ୱ ଅର୍ଜନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତୃତୀୟ ଶ୍ରେଣୀ ବୃତ୍ତି ପରିକ୍ଷାରେ ସମୀକ୍ଷା ଦାସ, ପ୍ରେମାନନ୍ଦ ନାଏକ, ପ୍ରବିଣ ଖୋସଲା ପ୍ରମୁଖ ବୃତ୍ତି ପାଇଥିବା ବେଳେ, ପଞ୍ଚମ ଶ୍ରେଣୀ ବୃତ୍ତି ପରିକ୍ଷାରେ ସାଇ ପ୍ରସାଦ ସାହୁ, ଗୌରବ କରକରିଆ, ସୁବ୍ରତ ହରିଜନ। ସେହିଭଳି ଜାତିୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରିକ୍ଷାରେ ସୁନେମିଆ ନାଏକ, ଅଭିଷେକ ବାଚେଲି ଓ ଦେବେନ୍ଦ୍ର କୁଲେଶିକା ବୃତ୍ତି ପାଇ ବିଦ୍ୟାଳୟକୁ ଗୌରବାନିତ କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *