ସର୍ଵ ଭାରତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ।

ଅନୁଗୋଳ ;ତା-୦୨/୦୨(ବିଏମସି ଟିଭି ଓଡ଼ିଆ)

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇ ସ୍କୁଲ ପଡିଆରେ ଦୁଇ ଦିନିଆ ଦିବା ରାତ୍ରୀ ସର୍ଵ ଭାରତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇ ଯାଇଛିଏଥିରେ w.c. r ଜବଲପୁର ୨-୧ ସେଟ୍ ରେ ଚମ୍ପିୟାନ ହୋଇଛି ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଦିନ ଧରି ଚାଲିଥିଲାଜାତୀୟ ରେଫରି ନିରଞ୍ଜନ ନାୟକ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ରେଫରୀ ଆସୋସିଏସନ୍ ର କଳାକର ସାମଲ ଓ ହିମାଂଶୁ ଦାସ୍ ଯୋଗଦେଇଥିଲେ ବିଜୟ କୁମାର ବାଗ୍ , ଚିନ୍ମୟ ଦାସ୍ , କୁମାର ରଞ୍ଜନ ମଲ୍ଲିକ, ତୁଷାର କାନ୍ତ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ ବାଗଡିଆ ଭଲିବଲ୍ ଆସୋସିଏସନ୍ ର ସଭାପତି ବିନୋଦ କୁମାର ସରଳିଆ,ସମ୍ପାଦକ ଚିତ୍ତରଞ୍ଜନ ଦେହୁରୀ , ତ୍ରିଲୋଚନ ବେହେରା , ସୁରେଶ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ଗଡ଼ନାୟକ , ଜୟନ୍ତ କୁମାର ସାହୁ , ଜିତେନ୍ଦ୍ର କୁମାର ଦେହୁରୀ , ଟୁକୁନା

ସାହୁ , ସମରେଶ ନାଥ , ବସନ୍ତ ସାହୁ , ପ୍ରଦୀପ କୁମାର ସାହୁ , ଗୋଲକ ବିହାରୀ ପ୍ରଧାନ , ଜଳଧର ସେଠୀ , ଜଗଦା ନନ୍ଦ ସେଠୀ , ମନୋଜ ସାହୁ , ଅନିଲ କୁମାର ସାହୁ , ରତ୍ନାକର ମହାଳିକ , ବୈଲୋଚନ ପ୍ରଧାନ ଲିକନ୍ ଦେହୁରୀ , ବିକାଶ ରଞ୍ଜନ ସାହୁ ପ୍ରମୁଖ ଆନନ୍ଦ ଭଲିବଲ୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେସେହିପରି W. C. R ଜବଲପୁର ଓ ବିଶାଖାପାଟଣା ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଉଦ୍ ଜାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ , ଛେଣ୍ଡିପଦା ବିଧାୟକ  ଅଗସ୍ତି ବେହେରା , ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି , ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା , ଯୁବନେତା ଅକ୍ଷୟ ପାଦ ବେହେରା , ବିଧାୟକ ଙ୍କ ପ୍ରତିନିଧି ଅଜିତ୍ କୁମାର ପ୍ରଧାନ, ସୁଦୀପ୍ତ କୁମାର ପ୍ରଧାନ, ବିଜେପି ବରିଷ୍ଠ ନେତା ଚୌଧୁରୀ ପ୍ରଧାନ , ବିଜେପି ଜିଲ୍ଲା ସମ୍ପାଦକ ସୁଦୀପ୍ତ ଗଡ଼ନାୟକ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।


ଅନଗୁଳ ଜିଲ୍ଲା ଛେଣ୍ଡିପଦା ରୁ ପୁରୀ ଗୋଛାୟତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *