ରାଇରଙ୍ଗପୁର ;ତା-୨୧/୧୨(ବିଏମସି ଟିଭି ଓଡ଼ିଆ) ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ
ସମ୍ଭାବନା´ ସଭାପତି ତଥା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୟ ରଞ୍ଜନ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ସଭାପତି ଶ୍ରୀଯୁକ୍ତ ନାଏକ ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିଥିଲେ I ଏଥିରେ ଦୁଇଟି ଅଧିବେସନ ହୋଇଥିଲା I ପ୍ରଥମ ଅଧିବେସନରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ବର ଜେନା, ବହଳଦା ସରକାରୀ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ଗିରି, ପୁରାତନ ଛାତ୍ର ସଂଘ ସଭାପତି ଡକ୍ଟର ସ୍ବୟମ୍ବର ସିଂହ, ବିଶିଷ୍ଠ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି, ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ନିହାରକାନ୍ତି ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲା ବେଳେ ଦ୍ବିତୀୟ ଅଧିବେସନରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଶ୍ରୀଯୁକ୍ତ ଅଭିଷେକ ପଟ୍ଟନାୟକ, ମୁଖ୍ଯବକ୍ତା ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ, ସ୍ବତନ୍ତ୍ର ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାସ, ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ଋିଷିପ୍ରଭା ମହାନ୍ତ, ବିଶିଷ୍ଟ ସାରସ୍ବତ ସାଧକ ହରେନ୍ଦ୍ର ନାରାୟଣ ଦାସ, ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ନିହାରକ୍ରାନ୍ତି ମଣ୍ଡଳ, ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଓ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉପାଧ୍ଯକ୍ଷା ମମିତା ଚୌଧରୀ ପ୍ରମୁଖ ଯୋଗ ଦେଇ ଛାତ୍ରମାନଙ୍କୁ ସତ୍ଯବାଦିତା, ଦାୟିତ୍ବବୋଧ, କର୍ତ୍ତବ୍ଯନିଷ୍ଠା, ସମୟର ସଦଉପଚୟତା, ଗୁରୁଜନଙ୍କୁ ସମ୍ମାନ ଏବଂ ସୁମଣିଷ ହେବା ପାଇଁ ଉପଦେଶ ଦେଇଥିଲେ I ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ସମ୍ମାନିତ କରାଯିବା ପରେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ଏବଂ ସ୍ବାଗତ ସଂଗୀତ ଗାନ କରାଯାଇଥିଲା I ଏହାପରେ ବିଦ୍ଯାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ I ଏହି ଅବସରରେ ରାଇରଙ୍ଗପୁର ଅଞ୍ଚଳର ସଂଗୀତଗୁରୁ ସୁବାଷ ଚନ୍ଦ୍ର ପାତ୍ର, ନୃତ୍ଯଗୁରୁ ମନୋଜ ମଲ୍ଲିକ ଓ ଓଏଏସ୍ ଟପର ଅରୁଣାଂଶୁ ନନ୍ଦଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ଭଦ୍ଧିତ କରାଯାଇଥିଲା I ତଦପରେ ବିଦ୍ଯାଳୟର ଛାତ୍ରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା I ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଅତିଥିପରିଚୟ, ବାର୍ଷିକ ବିବରଣୀ ପାଠ ଓ ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ପ୍ରଧାନଶିକ୍ଷକ ବିନୟ କୁମାର ନାଏକ ଧନ୍ଯବାଦ ଦେଇ ସଭାସାଙ୍ଗ ହୋଇଥିଲା I ଏଥିରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଅଫିସକର୍ମଚାରୀ ଓ ଅଣକର୍ମଚାରୀବୃନ୍ଦ ସହଯୋଗ କରିଥିଲେ I ଏହି ବାର୍ଷିକ ଉତ୍ସବରେ ସମସ୍ତଛାତ୍ର, ମାନ୍ଯଗଣ୍ଯବ୍ଯକ୍ତି, ପୁରାତନ ଶିକ୍ଷକଶିକ୍ଷିକା ଓ ଅଭିଭାବକଅଭାବିକାଗଣ ଉପସ୍ଥିତଥିଲେ I ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ
ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ
ସମ୍ଭାବନା´ ସଭାପତି ତଥା ପ୍ରଧାନଶିକ୍ଷକ ବିନୟ ରଞ୍ଜନ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନାଏକ ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିଥିଲେ ।ଏଥିରେ ଦୁଇଟି ଅଧିବେସନ ହୋଇଥିଲା ।ପ୍ରଥମ ଅଧିବେସନରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ବର ଜେନା, ବହଳଦା ସରକାରୀ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ଗିରି, ପୁରାତନ ଛାତ୍ର ସଂଘ ସଭାପତି ଡକ୍ଟର ସ୍ବୟମ୍ବର ସିଂହ, ବିଶିଷ୍ଠ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି, ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ନିହାରକାନ୍ତି ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲା ବେଳେ ଦ୍ବିତୀୟ ଅଧିବେସନରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଶ୍ରୀଯୁକ୍ତ ଅଭିଷେକ ପଟ୍ଟନାୟକ, ମୁଖ୍ଯବକ୍ତା ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ, ସ୍ବତନ୍ତ୍ର ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାସ, ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ଋିଷିପ୍ରଭା ମହାନ୍ତ, ବିଶିଷ୍ଟ ସାରସ୍ବତ ସାଧକ ହରେନ୍ଦ୍ର ନାରାୟଣ ଦାସ, ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ନିହାରକ୍ରାନ୍ତି ମଣ୍ଡଳ, ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଓ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉପାଧ୍ଯକ୍ଷା ମମିତା ଚୌଧରୀ ପ୍ରମୁଖ ଯୋଗ ଦେଇ ଛାତ୍ରମାନଙ୍କୁ ସତ୍ଯବାଦିତା, ଦାୟିତ୍ବବୋଧ, କର୍ତ୍ତବ୍ଯନିଷ୍ଠା, ସମୟର ସଦଉପଚୟତା, ଗୁରୁଜନଙ୍କୁ ସମ୍ମାନ ଏବଂ ସୁମଣିଷ ହେବା ପାଇଁ ଉପଦେଶ ଦେଇଥିଲେ ।
ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ସମ୍ମାନିତ କରାଯିବା ପରେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ଏବଂ ସ୍ବାଗତ ସଂଗୀତ ଗାନ କରାଯାଇଥିଲା । ଏହାପରେ ବିଦ୍ଯାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ ।ଏହି ଅବସରରେ ରାଇରଙ୍ଗପୁର ଅଞ୍ଚଳର ସଂଗୀତଗୁରୁ ସୁବାଷ ଚନ୍ଦ୍ର ପାତ୍ର, ନୃତ୍ଯଗୁରୁ ମନୋଜ ମଲ୍ଲିକ ଓ ଓଏଏସ୍ ଟପର ଅରୁଣାଂଶୁ ନନ୍ଦଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ଭଦ୍ଧିତ କରାଯାଇଥିଲା । ତଦପରେ ବିଦ୍ଯାଳୟର ଛାତ୍ରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା ।କ୍ତ ଭବ୍ଯ କାର୍ଯ୍ଯକ୍ରମରେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଅତିଥିପରିଚୟ, ବାର୍ଷିକ ବିବରଣୀ ପାଠ ଓ ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ପ୍ରଧାନଶିକ୍ଷକ ବିନୟ କୁମାର ନାଏକ ଧନ୍ଯବାଦ ଦେଇ ସଭାସାଙ୍ଗ ହୋଇଥିଲା ।ଏଥିରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଅଫିସକର୍ମଚାରୀ ଓ ଅଣକର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।ଏହି ବାର୍ଷିକ ଉତ୍ସବରେ ସମସ୍ତଛାତ୍ର, ମାନ୍ଯଗଣ୍ଯବ୍ଯକ୍ତି, ପୁରାତନ ଶିକ୍ଷକଶିକ୍ଷିକା ଓ ଅଭିଭାବକଅଭାବିକାଗଣ ଉପସ୍ଥିତଥିଲେ ।
ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।