ସମାଜସେବି ଙ୍କ ଘରେ ବାର୍ଷିକ ସେଲି୍ଭିସନ କାର୍ଯ୍ୟକ୍ରମ।

ରାୟଗଡ଼ା ;ତା-୩୦/୦୫(ବିଏମସି ଟିଭି ଓଡ଼ିଆ)

କୋଲନର ବ୍ଲକ ଗୁଆକଣା ଗ୍ରାମ ରେ ଯୋଗେନ୍ଦ୍ର କରକାରିଆ (ଦାସ) ବାବୁ ନାମରେ ପରିଚିତ ସେ ଅଞ୍ଚଳ ର ସମାଜସେବି ଭାବରେ ମଧ୍ୟ୍ୟ ପରିଚିତ ।
କୋଲନର ପଂଚାୟତ ର ପିଲା ଟୁ ବୁଢା ପ୍ରଜନ୍ତ ସମସ୍ତେ ଜାଣିଚନ୍ତି । ପଂଚାୟତ ଇଲେକ୍ସନ ସମୟ ରେ ସେ ଆଘ ଧାଡିରେ ରହିଥାନ୍ତି ବିଜୟୀ ମଧ୍ୟ୍ୟ କରାଇଥାନ୍ତି ବୋଲି ସାଧାରଣ ରେ ପ୍ରକାଶ ପାଏ ।ତା. 29-05-2025 ରେ ତାଙ୍କର କୁନି ଝିଅ ଶ୍ରୀ ମତୀ ଦାନିକା କରକାରିଆ ଙ୍କ ବାର୍ଷିକ ଉଚ୍ଚବ ଗ୍ରାମବସି ଏବଂ ବନ୍ଧୁବାନ୍ଦବ ଙ୍କ ସହିତ ବହୁ ଆଡ଼ମ୍ବ ରେ ସେଲି୍ଭିସନ ପାଳନ କରା ଯାଇଛି । କୁଣ ଅନୁକୁଣରେ ଆସିଥିବା ଲକଙ୍କ ପାଇଁ ଖାଇବା ରହିବା ଵେବସ୍ତା ସହିତ ସବୁ ପ୍ରଖାର ସୁବିଧା ଦେକିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମ ରେ ଦୃଗୀ ପଂଚାୟତ ର ଜଣା ଶୁଣା BJP ନେତା ସଞ୍ଜୟ କୁମାର କରକାରିଆ ଜଗ ଦେଇଥିଲେ ଏବଂ ଦାନୀକା ଙ୍କୁ ଅରି୍ଶୀବାଦ ପ୍ରଧାନ କରିଥିଲେ । ଏହା ସହିତ ପରିବାର ର ମା ମାଉସୀ ଶଳା ଶାଳୀ ଙ୍କ ସହିତ ରାଜେନ୍ଦ୍ର ନିରଞ୍ଜନ ହିଆଲ, ରଜନୀ ହିଆଲ, ସରଜନୀ ହିଆଲ, ବିଷମ କଟକ ରୁ କ୍ଷେତ୍ରୀୟ ପାଣି କାଳନରା ରୁ ପୁରଂଜନ ପାଳ, ପପୀମୟୀ ପାଳ
ଟିକିରି ରୁ ଦମ୍ବୁରୁ ବାତ୍ରା ଙ୍କ ସହିତ ବହୁ ମାନ୍ୟ ଗଣ ବୁଦ୍ଧିଜୀବୀ ମାନେ ଉପସ୍ଥିତି ଥିଲେ।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *