ଯାଜପୁର ;ତା-୧୯/୦୭(ବିଏମସି ଟିଭି ଓଡ଼ିଆ)
ବଜରଙ୍ଗ ଦଳର ସେବା ସପ୍ତାହ କାର୍ଯ୍ୟକ୍ରମ ଅବସରରେ ବଜରଙ୍ଗ ଦଳ ବିଭିନ୍ନ ପ୍ରକାର ସେବା କାର୍ଯ୍ୟକ୍ରମ କରୁଅଛି ।ଯଥା ମଠ, ମନ୍ଦିର, ଶ୍ମାସାନ, ଵୃକ୍ଷରୋପଣ, ମେଡିକାଲ, ବ୍ଲଡ଼ ଡୋନେସନ ଆଦି ବିଭିନ୍ନ ପ୍ରକାର ସାମଜିକ କାର୍ଯ୍ୟକ୍ରମ କରୁଅଛି ।ଆଜି ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ସୁବୋଧ ଧଳ ଙ୍କ ସମେତ ପ୍ରଖଣ୍ଡର ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଇମାନେ ଏବଂ ପ୍ରଖଣ୍ଡର ବିଭିନ୍ନ ଶାଖାର ସଂଯୋଜକ ଓ ସହସଂଯୋଜକ ଙ୍କ ଉପସ୍ଥିତରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ଦାସ ମୁରାରୀ ମୋହନ, ବିଶ୍ୱଜିତ ସାମଲ, ପିଣ୍ଟୁ ମଲିକ, ବିଶ୍ୱଜିତ ବିନ୍ଧାଣୀ, ରାଜକିଶୋର ବେହେରା, ସୁଶୀଲ ନାୟକ, ପ୍ରକାଶ ସାମଲ, ସୋମ୍ୟରଞ୍ଜନ ଓଝା, ପିଣ୍ଟୁ ସେଠୀ।
ଯାଜପୁର ଜିଲ୍ଲା ବିଂଝାରପୁର ରୁ ସୌମ୍ୟ ରଞ୍ଜନ ଓଝା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।