ଅତାବିରା ଓକିଲ ସଂଘର ନିର୍ବାଚନ। ସଭାପତି ନିରୋଦ ଚନ୍ଦ୍ର ମହାକୁଡ଼ ଓ ସମ୍ପାଦକ ହେଲେ ହିତେନ୍ଦ୍ରୀୟ ପ୍ରଧାନ।

ବରଗଡ ;ତା-୩୦/୦୩(ବିଏମସି ଟିଭି ଓଡ଼ିଆ)

ଆଜି ବରଗଡ଼ ଜିଲ୍ଲା ଅତାବିରା ଓକିଲ ସଂଘ ର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ନୂତନ ସଭାପତି ଭାବେ ନିରୋଧ ଚନ୍ଦ୍ର ମହାକୁଡ଼, ଉପସଭାପତି ତ୍ରୀପୁରାରୀ ଚାନ୍ଦ, ସମ୍ପାଦକ ଭାବରେ ହିତେନ୍ଦ୍ରୀୟ ପ୍ରଧାନ , ଯୁଗ୍ମ ସମ୍ପାଦକ ଭାବରେ ମନୋଜ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ଭାବରେ ଘଡି ଗୋପାଳ ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି। ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ରୋହିତ କୁମାର ମହାପାତ୍ର,ଭିୱ। ଆଇ ଜଗନ୍ନାଥ ରାଓ,ଧନପତି ବାଦୀ,ମାନସ ରଞ୍ଜନ ତ୍ରିପାଠୀ ଏବଂ ଋଷିଶୃଙ୍ଗ ବଘାର ମନୋନୀତ ହୋଇଛନ୍ତି। ସମସ୍ତଙ୍କୁ ଓକିଲ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *