୭୬ ତମ ଗଣତନ୍ତ୍ର ଦିବସରେ ରାୟଗଡା ଜିଲ୍ଲା ର ବିପିନି ମାଝୀ ଙ୍କୁ ସମ୍ମାନିତ।

ରାୟଗଡ଼ା ; ତା-୨୬/୦୧(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ବିଲାମାଳ ଗ୍ରାମ ର ଦିବ୍ୟାଙ୍ଗ ବିପିନି ମାଝୀ ଙ୍କୁ ୭୬ ତମ ଗଣତନ୍ତ୍ର ଦିବସରେ ଜିଲ୍ଲା ସଦର ମହକୁମା ରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ରେ ଡ଼ିବ୍ୟାଙ୍ଗ ବିପିନି ମାଝୀ ଙ୍କୁ ପାରା ଆଥଲେଟ୍ ରେ ରୋପୀୟ ପଦକ ( ୪୦୦ ମିଟର ଦୌଡ) ରେ ରୋପ୍ୟ ପଦକ ପାଇ ଥିବା ଶ୍ରୀ ବିପିନି ମାଝୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମନ୍ତ୍ରୀ ଶ୍ରୀ ମୁକେଶ ମହାଲି ସମ୍ମାନିତ କରିଛନ୍ତି ।ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ସଭାପତି ଶିଶିର ରାଉଳ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଉଭୟ ଜିଲ୍ଲା ଭିନ୍ନକ୍ଷମ ଦୀବ୍ୟାଙ୍ଗ ଙ୍କ ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି ଜିଲ୍ଲା କେମିତି ମୁଖ୍ୟ ସ୍ୱର୍ତରେ ସାମିଲ୍ ହେବ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ତରଫରୁ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜଣାଇଉଛି।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *