ବଲାଙ୍ଗୀର ;ତା-୨୩/୦୧(ବିଏମସି ଟିଭି ଓଡ଼ିଆ)
ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇ ଯାଇଛି । ଭାରତମାଁ ମାଟି ର ବର ପୂତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଅସିମ ତ୍ୟାଗ ଓ ବିରତ୍ୱ ର ପ୍ରତିକ ଦୁଇ ସଂଗ୍ରାମୀ ଙ୍କ ଜନ୍ମଜୟନ୍ତୀ ପାଳନ ସହ ସ୍ମୃତି ଚାରଣ କରାଯାଇଛି । ଭବାନୀ ପ୍ରସାଦ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ସନ୍ତୋଷ କେଜ୍ରିୱାଲ, ଟିକେଲାଲ୍ ବେହେରା, ଟିଟିଲାଗଡ଼ ଆର୍ ଆଇ ଖୁସି ସଙ୍କର ସାହୁ , ସମାଜ ସେବୀ ହିଫ୍ ଜୁଲ୍ ରେହେମାନ୍ , ରକ୍ତଦାତା ସଂଘ ସଭାପତି ବନମାଳୀ ବେହେରା, ଯୁବ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ , ଓଡ଼ିଶା ଯର୍ନାଲିଷ୍ଟ୍ ୟୁନିୟନର ଉପସଭାପତି ସଞ୍ଜୟ କୁମାର ବେହେରା, ସମାଜ ସେବୀ ତଥା ସାମ୍ବାଦିକ ସନ୍ତୋଷ କୁମାର ନାୟକ, ବରିଷ୍ଠ ବୁଦ୍ଧିଜିବୀ ଗୌରହରି ବେହେରା, ବଳରାମ ସାହୁ , ଅନ୍ତର୍ଯ୍ୟାମୀ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ବଦେଶ ଚୌଧୁରୀ, କୃଷ୍ଣ ଚନ୍ଦ୍ର ବିଶି ତଥା ଅନେକ ସମାଜସେବୀ ଅନୁଷ୍ଠାନ ର ସଦସ୍ୟ ଉକ୍ତ ଜନ୍ମଜୟନ୍ତୀ ରେ ଉପସ୍ଥିତ ଥିଲେ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।