ଢେଙ୍କାନାଳ ; ତା-୨୫/୧୨(ବିଏମସି ଟିଭି ଓଡ଼ିଆ)
ଭୋର୍ ୩ଘଟିକା ସମୟ ରୁ ଢେଙ୍କାନାଳ ଜିଲ୍ଲା,ହିନ୍ଦୋଳ ବ୍ଲକ,ଵୁହାଳିପାଳ(ନୁଆ ସାହି)ଗ୍ରାମ ନିବାସୀ ମାନସିକ ରୋଗାକ୍ରାନ୍ତ ଯୁବତୀ ବିସ୍ମିତା ସାହୁ (୨୫) ବର୍ଷ ପିତା ହେମନ୍ତ ସାହୁ,ମାତା ମଞ୍ଜରୀ ସାହୁ,ନିଜସ୍ୱ ଵାସ ଭବନ ରୁ କେଉଁ ଆଡେ ଚାଲି ଯାଇଛନ୍ତି।ଯିବାର ୩୨ଘଣ୍ଟା ରୂ ଉର୍ଦ୍ଧ୍ବ ସମୟ ବିତି ଯାଇଥିବା ବେଳେ ଅଦ୍ୟାବଧି ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ।ବିସ୍ମିତା ଙ୍କ ଦେହ ର ରଙ୍ଗ ଇଷତ୍ ଗୋରା,ପତଳା ଶରୀର,ଅଵ୍ୟଵସ୍ଥିତ କେଶ ଏବଂ ଗଲା ବେଳେ ଗୋଲପି ରଙ୍ଗ ର ନାଇଟ ପିନ୍ଧି ଥିବାର ପିତା ମାତା ଅନୁମାନ କରୁଛନ୍ତି।ଯଦି କୌଣସି ସହୃଦୟ ବ୍ୟକ୍ତି ବିଶେଷ ନିରୁଦ୍ଦିଷ୍ଟା ଯୁବତୀ ଵିସ୍ମିତା ଙ୍କର କୌଣସି ଖବର ପାଆନ୍ତି ଅବା ନଜର ରେ ଆସନ୍ତି ତେବେ ନିହାତି ପ୍ରଦତ୍ତ ଦୁଇ ଫୋନ ନମ୍ବର ୯୦୯୦୮୫୭୨୬୩,୯୦୪୦୧୩୧୮୧୦ ନମ୍ବର ରେ ଯୋଗା ଯୋଗ ପୂର୍ବକ ସନ୍ଧାନ ପାଇବାରେ ସହଯୋଗ ପ୍ରଦାନ କରିବା ହେବେ।ତତ୍ ସହିତ ଉକ୍ତ ନିରୁଦ୍ଦିଷ୍ଟ ସୂଚନା ଟିକୁ ଅଧିକ ପରିମାଣରେ ସେୟାର କରି ଅଧିକ ରୁ ଅଧିକ ଜନ ସାଧାରଣ ମାନଙ୍କୁ ଅବଗତ କରାଇଲେ ହୁଏତ ନିରୁଦ୍ଦିଷ୍ଟ ଯୁଵତୀ ବିସ୍ମିତା ର ସନ୍ଧାନ ମିଳିଵ ବୋଲି ଆଶା କରା ଯାଇ ପାରେ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।