ଫୁଲବାଣୀ ; ତା-୨୬/୧୨ ( ବିଏମସି ଟିଭି ଓଡ଼ିଆ)
କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବା ଫୁଲବାଣୀ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆଜି ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପୌରାଧ୍ୟକ୍ଷା ପାୟେଲ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ।

ଫୁଲବାଣୀ ବିଜେଡି ର ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ପୂର୍ବତନ ବିଧାୟକ ଡୁଗୁନି କହଁର,ପୂର୍ବତନ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ଯୁବବିଯୁଜନତା ଦଳର ସଭାପତି ବିଷ୍ଣୁ ଚାରଣ ମଳିକ, ଛାତ୍ରଜିଲ୍ଲା ସଭପତି ସୁନୀଲ ସେଠି, ପୂର୍ବତନ ଚେୟାରମ୍ୟାନ ବୀରେନ୍ଦ୍ର କହଁର, ପୂର୍ବତନ ମହିଳା ଜିଲ୍ଲା ସଭାନେତ୍ରୀ ତଥା ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ସୁଶ୍ରୀ ପୁନମ କହଁର, ପୋୖରାଧକ୍ଷା ପାୟେଲ ବେହେରା, ବରିଷ୍ଠ ଆଇନଜୀବୀ ତଥା ସମାଜ ସେବି ସତ୍ୟନାରାୟଣ ବେହେରା, କୈଳାସ ମୁଖି, ବ୍ଲକ ଅଧକ୍ଷା, ସରପଞ୍ଚ, ସମିତି ସଭ୍ୟ, ଏବଂ ଜିଲ୍ଲାପରିଷଦ ସଦସ୍ୟା ଜୟଶ୍ରୀ କହଁର, ଚକାପାଜ ବ୍ଲକ ସଭାପତି ରାଜେଶ କୁମାର ଡିଗାଲ , ଫିରିଙ୍ଗିଆ ବ୍ଲକ ସଭାପତି ରଜନୀକାନ୍ତ ମଳିକ, ଫୁଲବାଣୀ ବ୍ଲକ ଅଧକ୍ଷ ବାଳକୃଷ୍ଣ କହଁର, ଖଜୁରୀପଡା ବ୍ଲକ ସଭାପତି ପଙ୍କଜ ମଳିକ, ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା ମଳିକ, ଫୁଲବାଣୀ ମହିଳା ନଗର ସଭାପତି ଲଳିତା ମୁନି, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ପ୍ରତାପ ପାତ୍ର, କାଉଁଶୀଳର ରାଜେନ୍ଦ୍ର ପାଢ଼ୀ, ସୁଶ୍ରୀ ମାଧବୀ ମିଶ୍ର, ମୃତ୍ୟଞ୍ଜୟ ପେରା, ଶ୍ରୀବଛ ବେହ୍ୱରା, ସ୍ନେହଲତା ପ୍ରଧାନ, ବିରଜା କହଁର, ତତ୍ରିଲୋଚନ କହଁର, ଟୁନିସେଠି ସମେତ ମୁନିସିପାଲିଟି ର ପୂର୍ବତନ ସାଂସଦ ପ୍ରତିନିଧି ତଥା ଡ଼ାୟାନିକ ଯୁବନେତା ବିକ୍ରମ ବେହରା ମୁନିସିପାଲିଟି ର ସମସ୍ତ ବିଜେଡି କାଉନ ସିଲର ବହୁ ଦଳୀୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

କନ୍ଧମାଳ ଜିଲ୍ଲା ଫୁଲୁବାଣୀ ରୁ ଖିରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
