Blog

ଫିଟ୍ ଇଣ୍ଡିଆ ସପ୍ତାହ ପାଳିତ।

ନୟାଗଡ଼ ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣପ୍ରିୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ଦିନ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ଅବସରରେ…

ମାନସିକ ବିକୃତ ବୃଦ୍ଧଙ୍କୁ ମୁଖ୍ୟ ସର୍ତ୍ତରେ ସାମିଲ କରିବାର ପ୍ରୟାସରେ।

କେନ୍ଦୁଝର ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) କରଞ୍ଜିଆ ମୟୂରଭଞ୍ଜ ଜିଲ୍ଲା ବଜାର ସ୍ଥିତ ଗୋଲେଇ ଛକ ଠାରେ ଦୀର୍ଘଦିନ ଠାରୁ ଜଣେ ମାନସିକ ବିକୃତ ବ୍ୟକ୍ତି ଥଣ୍ଡା କାକରରେ…

ଖୋର୍ଦ୍ଧା ମହୋତ୍ସବ ୫ମ ସଂଧ୍ୟା ଲୁକାଇତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଉତ୍ସବ ଏକମାତ୍ର ମାଧ୍ୟମ।

ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନିୟୁ ଥିଙ୍କିଙ୍ଗ ଫୋରମ ଓ କେନ୍ଦ୍ର ସରକାରଙ୍କ ଏମ.ଏସ.ଏମ.ଇ. ବିଭାଗ ପକ୍ଷରୁ ସ୍ଥାନୀୟ ହାବେଳୀ ପଡ଼ିଆରେ…

ଖୋର୍ଦ୍ଧା ବ୍ଲକରେ ୪୧ତମ ଓ଼ଷ୍ଠା ଶିଶୁ ଉତ୍ସବ ଉଦଯାପିତ।

ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ବ୍ଲକ ଓ଼ଷ୍ଠାର ୪୧ତମ ଶିଶୁ ଉତ୍ସବ ବିଙ୍କୁଡିଆ ବାଲୁଙ୍କେଶ୍ୱର ଦେବ ହାଇସ୍କୁଲ୍ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ୧୮ଟି ସ୍କୁଲର…

ମୋହନା ମହୋତ୍ସବ ଉଦଯାପନୀ ଉତ୍ସବ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ ।

ଗଜପତି ; ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ଗଜପତି ଜିଲ୍ଲା ମୋହନା ରେ ମୋହନା ମହୋତ୍ସବ ଦୁଇ ଦିନ ଧରି ଚାଲିଥିଲା ।ଆଜି ହେଉଛି ଦ୍ଵିତୀୟ ଦିବସର ଉଦଯାପନୀ…

ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ମନୋନୟନ।

ସମ୍ବଲପୁର ;ତା-୧୭/୧୨(ବିଏମସି ଟିଭି ଓଡିଆ) ବରପାଲି ବ୍ଲକ୍‌ସ୍ତରୀୟ ସନାତନି ବ୍ରାହ୍ମଣ ସମାଜର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ବରପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ।

ନୟାଗଡ଼ ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବେଲଗୁଣ୍ଠା ; ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ବରପାଲିରେ ୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ।

ସମ୍ବଲପୁର;ତା-୧୮/୧୨(ବିଏମସି ଟିଭି ଓଡିଆ) ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ‌ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ପରିସରରେ ୫୧ ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ…

ବିଷମକଟକ,ବ୍ଳକସ୍ତରୀୟ ,ଚଇତି, ମହୋତ୍ସବ ୨୦୨୪ପାଳିତ।

ରାୟଗଡ଼ା ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଇଣ୍ଡିଆ ଓଭରସିଜ ବ୍ୟାଙ୍କ ପଛ ପଟ ପଡିଆ ଠାରେ ଲୋକ ମହୋତ୍ସବ ଚଇତି -୨୦୨୪ ମହା…

ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କାଯ୍ଯ ଆରମ୍ଭ ହୋଇଛି।

ନୟାଗଡ଼ ; ତା-୧୭/୧୨(ବିଏମସି ଟିଭି ଓଡ଼ିଆ) ଚଳିତ ୨୦୨୫ ବର୍ଷ ପାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ପାଇଁ ରଥ କାଠ ଅନୁକୂଳ କାର୍ଯ୍ୟ…

ହିନ୍ଦୋଳ ବନାଞ୍ଚଳ ବଙ୍ଗୁ ଗ୍ରାମ ରେ ଜଙ୍ଗଲୀ ହାତୀ ଆକ୍ରମଣରେ ବୃଦ୍ଧ ଶିଖର ସାହୁ ଙ୍କ ମୃତ୍ୟୁ।

ଢେଙ୍କାନାଳ ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ମଙ୍ଗଳବାର ସଂନ୍ଧ୍ୟା ସାଢେ ଆଠଘଟିକା ସମୟ ରେ ଢେଙ୍କାନାଳ ଜିଲ୍ଲା,ହିନ୍ଦୋଳ ବ୍ଲକ,ବଙ୍ଗୁ ଗ୍ରାମ ରେ ଜନୈକ ବୃଦ୍ଧ ବ୍ୟକ୍ତି ନାମ ଶିଖର…

୫ଟିଏଚ ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ମଣ୍ଡା ବାଗନ ପଡିଆ ପୁରୁଣା ସହର ଠାରେ ଉଦଘାଟିତ।

ନୟାଗଡ଼ ; ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ମା ଦକ୍ଷିଣ କାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା ଦକ୍ଷିଣ କାଳୀଙ୍କବିଜେ ମଣ୍ଡା ବାଗନ ପଡିଆ ରେ 5th…