ବିଦ୍ୟୁତ୍ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଭସ୍ମୀଭୂତ।

ନରସିଂହପୁର ;ତା-୧୦/୦୧(ବିଏମସି ଟିଭି ଓଡ଼ିଆ) ଆଜି ସନ୍ଧ୍ୟା ସମୟ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ଗ୍ରାମ ପଲେଇ ତୋଟା ସାହିର କାହ୍ନୁ ଚରଣ ଖଟୁଆ ସନ୍ଧ୍ୟା ସମୟ…

ସ୍କୁଟିକୁ ପିଟିଲା ବାଇକ୍‌, ୩ ଗୁରୁତର।

ଗଜପତି ; ତା-୦୧/୦୧(ବିଏମସି ଟିଭି ଓଡ଼ିଆ) ଗଜପତି ଜିଲା ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ବୁଧବାର ସ୍କୁଟି ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩…

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।

ନୟାଗଡ ; ତା-୦୧/୦୧(ବିଏମସି ଟିଭି ଓଡ଼ିଆ) ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଥାନା କୁଆଁରିଆ ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଅଜଣା ଗାଡି ଧକ୍କାରେ ଜଣେ…

ସେଲ୍ଫି ଉଠାଇବା ହେଲା କାଳ: ପିକନିକ ଆସି ବୁଡ଼ି ଗଲେ ଛାତ୍ର, ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମିଳିଲା ମୃତଦେହ।

ମୟୂରଭଞ୍ଜ ; ତା-୩୦/୧୨(ବିଏମସି ଟିଭି ଓଡ଼ିଆ) ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ ।…

ରାଇରଙ୍ଗପୁରରେ ବାଘୁଆ ମହୁମାଛି ଆକ୍ରମଣରେ ଗ୍ରାମ୍ୟ ନିର୍ମାଣ  ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ।

ରାଇରଙ୍ଗପୁର ;ତା-୩୦/୧୨ (ବିଏମସି ଟିଭି ଓଡ଼ିଆ) ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ  ଉପ ବିଭାଜନ  ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ(୩୩) ଙ୍କ  ରାଇରଙ୍ଗପୁର  ମହୁଲଡିହାସ୍ଥ ସରକାରୀ…

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି ,୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ।

କନ୍ଧମାଳ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩୦ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍।

ନୟାଗଡ ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ) ଦଶପଲ୍ଲା ଥାନା ନିକଟରେ ୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ ,ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି…

ବାଲିଗୁଡା ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର।

କନ୍ଧମାଳ ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି। କନ୍ଧମାଳ ଜିଲ୍ଲା…

ଡ଼୍ରାଇଭରର ଆଖି ଲାଖିଯିବାରୁ ଓଲଟିଲା ସ୍ନାକ୍ସ ବୋଝେଇ ଟ୍ରକ୍।

ବେଲଗୁଣ୍ଠା;ତା-୧୬/୧୨(ବିଏମସି ଟିଭି ଓଡ଼ିଆ) ଡ଼୍ରାଇଭରର ଆଖି ଲାଖି ଯିବାରୁ ଏକ ସ୍ନାକ୍ସ ବୋଝେଇ ଟ୍ରକ୍ ରାସ୍ତା ପାର୍ଶ୍ଵ ଜମିକୁ ଓଲଟି ପଡିଛି ।ସୂଚନା ପ୍ରକାରେ ଏକ ଟ୍ରକ୍…

କାର ଧକ୍କାରେ ସାନପୁଅ ମୃତ ,ବଡ଼ପୁଅ ଓ ମା ଗୁରୁତର ।

ନୟାଗଡ଼ ;ତା-୧୬/୧୨(ବିଏମସି ଟିଭି ଓଡ଼ିଆ) ସୋମବାର ଦିନ ସକାଳ ସମୟରେ କଟକ ରୁ ସୋନପୁର ଅଭିମୁଖେ ଏକ କାର ଯାଉଥିବା ବେଳେ ଖୋର୍ଦ୍ଧା – ବଲାଙ୍ଗୀର ୫୭ନଂ…

ପୋଖରୀରେ ବୁଡିଯାଇ ନାବାଳକର ଅକାଳ ମୃତ୍ୟୁ ।

ବୋଲଗଡ଼ ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଥାନା ଫାସିଓଦା ଅଧିନ ଟାଙ୍ଗିସାହି ଗ୍ରାମର ଜୈନେକ ନାବାଳକ ପୋଖରୀରେ ବୁଡିଯାଇ ଅକାଳ ମୃତ୍ୟୁ ହୋଇଛି। ଦୁଃଖଦ…