ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୮ ତମ ବାର୍ଷିକ କ୍ରୀଡା ଉଦଯାପିତ।

ବେଲଗୁଣ୍ଠା ;ତା-୧୫/୧୨(ବିଏମସି ଟିଭି ଓଡ଼ିଆ) ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡ଼ିଆରେ…

ପ୍ରେସ କ୍ଲବ ଆନନ୍ଦପୁର ପକ୍ଷରୁ ବାର୍ଷିକ ଊତ୍ସବ ଏବଂ ବାଣିଜ୍ଯ ମେଳା ଉଦ୍‌ଘାଟିତ ।

କେନ୍ଦୁଝର/ଆନନ୍ଦପୁର ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ) ପ୍ରେସ କ୍ଲବ ଆନନ୍ଦପୁର ପକ୍ଷରୁ ବାର୍ଷିକ ଊତ୍ସବ ଏବଂ ବାଣିଜ୍ଯ ମେଳା  ବର୍ଣ୍ଣାଢ୍ଯ ପରିବେଶରେ ମଧ୍ଯରେ  ଊଦଘାଟିତ ହୋଇଛି।…

ପୋଖରୀରେ ବୁଡିଯାଇ ନାବାଳକର ଅକାଳ ମୃତ୍ୟୁ ।

ବୋଲଗଡ଼ ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଥାନା ଫାସିଓଦା ଅଧିନ ଟାଙ୍ଗିସାହି ଗ୍ରାମର ଜୈନେକ ନାବାଳକ ପୋଖରୀରେ ବୁଡିଯାଇ ଅକାଳ ମୃତ୍ୟୁ ହୋଇଛି। ଦୁଃଖଦ…

ଟିଟିଲାଗଡ ଥାନା ବନାମ ଡକାୟତ ଖାନା,ମାତ୍ରାଧିକ ଅସାମାଜିକ କାର୍ଯ୍ୟକଳାପ ନେଇ ତୀବ୍ର ଅସନ୍ତୋଷ ।

ବଲାଙ୍ଗିର/ଟିଟିଲାଗଡ, ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ) ସାଧାରଣ ଲୋକ  ଉଚିତ ନ୍ୟାୟ ପାଇବା ପାଇଁ ପୋଲିସ ର ଦ୍ବାରସ୍ଥ ହୋଇ ଆସୁଥିବା ବେଳେ ପୋଲିସ ଆବେଦନ…

ଷଷ୍ଠ ରାଜସୁନାଖଳା ମହୋତ୍ସବ , କାଉଁରୀ -୨୦୨୪ ଉଦଯାପିତ ।ଯୋଗଦେଲେ ମହାମହିମ ରାଜ୍ୟପାଳ ।

ନୟାଗଡ଼ / ରାଜସୁନାଖଳା ; ତା-୧୨/୧୨ ( ବିଏମସି ଟିଭି ଓଡ଼ିଆ) ନୟାଗଡ଼ ଜିଲ୍ଲା  ରାଜସୁନାଖଳା ସରକାରୀ ସିଟିସ୍କୁଲ ପଡ଼ିଆରେ ଗତ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ୫ଦିନ…

ବେଲଗୁଣ୍ଠା ଥାନା ତରଫରୁ ଟ୍ରାଫିକ୍ ନିୟମ ସଚେତନତା କାର୍ଯ୍ୟକ୍ରମ ; ଗୋଲାପ ଫୁଲ ଦେଇ ଗାଡ଼ି ଚାଳକଙ୍କୁ କଲେ ସଚେତନ।

ବେଲଗୁଣ୍ଠା ; ତା-୧୧/୧୨ ( ବିଏମସି ଟିଭି ଓଡ଼ିଆ) ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ନମାନି ବହୁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଥିବା ବେଳେ…

ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦଘାଟନୀ ଉତ୍ସବ ଅନୁଷ୍ଠିତ।

ମାଲକାନଗିରି ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାଲ୍…

ପ୍ରସୂତୀ ମହିଳାଙ୍କ ଠାରୁ ଅର୍ଥ ଦାବୀ ନେଇ ଅଭିଯୋଗ।

ସମ୍ବଲପୁର ;ତା-୧୦/୧୨(ବିଏମସି ଟିଭି ଓଡିଆ) ବରପାଲି ସରକାରୀ ଡାକ୍ତରଖାନାରେ ଜଣେ ପ୍ରସୂତୀ ମହିଳାଙ୍କ ଠାରୁ ଅର୍ଥ ଦାବୀ କରିବା ପରି ଏକ ଗୁରୁତର ଅଭିଯୋଗ ହୋଇଛି ।…

କୁଚିଣ୍ଡା ସ୍ଥିତ ନର୍ସିଂ କଲେଜରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ।

ସମ୍ବଲପୁର ; ତା-୧୦/୧୨(ବିଏମ୍‌ସି ଟିଭି ଓଡ଼ିଆ) ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପରିଚାଳିତ ନର୍ସିଂ କଲେଜର ଶେଷ ବର୍ଷ ଛାତ୍ରୀ ମାନଙ୍କ ବିଦାୟ ଉପଲକ୍ଷେ ସଭାପତି…

୨୪ ବର୍ଷ ର ଶାସନ କାଳରେ ପୁରଣ ହୋଇ ପାରି ନ ଥିବା କାର୍ଯ୍ୟ ଛଅ ମାସ ରେ ପୁରଣ।

ବଲାଙ୍ଗୀର  ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଦୀର୍ଘ ୨୪ ବର୍ଷ ଧରି ଶାସନ କାଳରେ କେବଳ ସଭା,ସମିତି ଓ ଭାଷଣ ବାଜି ରେ ଲୋକ ଙ୍କୁ ଭୁଆଁ…

ପଡିଆବାହାଲ ଧନୁଯାତ୍ରା: ଗୋପପୁରରେ ନନ୍ଦୋତ୍ସବ ପାଳନ, ମଥୁରା ନଗରୀରେ ଧନୁଯାତ୍ରା ପାଇଁ କଂସଙ୍କ ଗୁପ୍ତ ମନ୍ତ୍ରଣା।

ସମ୍ବଲପୁର ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁରରେ ଆଜି ଧୁମଧାମରେ ନନ୍ଦୋତ୍ସବ ପାଳନ ହୋଇଥିଲା। ମହାମାନୀ କଂସାସୁର ଭଗବାନ କୃଷ୍ଣଙ୍କୁ ନିଧନ କରିବା…

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୪ ଉଦଘାଟିତ ।

ଗଜପତି ; ତା-୧୦/୧୨(ବିଏମସି ଟିଭି ଓଡ଼ିଆ) ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ମିଶନଶକ୍ତି କାଫେ ସମ୍ମୁଖରେ ମହେନ୍ଦ୍ରତନୟା ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…