ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।

ସମ୍ବଲପୁର ; ତା-୨୧/୧୨(ବିଏମସି ଟିଭି ଓଡିଆ) ଆସନ୍ତା ଜାନୁଆରୀ ୪ ତାରିଖରୁ ଆୟୋଜିତ ହେବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବ ପରିପ୍ରେକ୍ଷୀରେ ଶନିବାର ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର…

କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାୟକ ଙ୍କ ପାଟଣା ଥାନା ପ୍ରତିନିଧି ଯୁଧିଷ୍ଠିର ମହାନ୍ତଙ୍କ ପାଟଣା ଥାନା ର ନୂତନ ଥାନାଧିକାରୀ ମାନସ କୁମାର ମହାକୁଡ଼ ଙ୍କୁ ଫୁଲ୍ ତୋଡା ଦେଇ ସ୍ବର୍ଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

କେନ୍ଦୁଝର ; ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ପାଟଣା ଥାନାରେ ନୂତନ ଥାନାଧିକାରୀ ଙ୍କୁ ଆଜି ବିଜେପିର ଏକ ପ୍ରତିନିଧି ଦଳ ଯାଇ ଶୁଭେଚ୍ଛା ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମ ରେ…

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ ସମ୍ଭାବନା ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୨୧/୧୨(ବିଏମସି ଟିଭି ଓଡ଼ିଆ) ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବସମ୍ଭାବନା´ ସଭାପତି ତଥା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୟ ରଞ୍ଜନ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…

ସରସ୍ୱତୀ ସଂଘର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ।

ସମ୍ବଲପୁର ;ତା-୨୧/୧୨(ବିଏମସି ଟିଭି ଓଡିଆ) ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ସରସ୍ଵତୀ ମହିଳା ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଶନିବାର ସରସ୍ଵତୀ ସଂଘ ଓ…

ଆଜି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା ।

ଭୁବନେଶ୍ୱର ; ତା-୨୧/୧୨  (ବିଏମସି ଟିଭି ଓଡ଼ିଆ) ରାଜଧାନୀ ଭୁବନେଶ୍ୱର ପାଇଁ ଶନିବାର ଚଳିତବର୍ଷର ସବୁଠାରୁ ଛୋଟ ଦିନ ଓ ଦୀର୍ଘତମ ରାତି ହେବ। ଆଜି ସବୁଠାରୁ…

ଲଘୁଚାପ ଜନିତ ବର୍ଷା କମିବା ପରେ ବଦଳିବ ପାଣିପାଗ , ଆସନ୍ତା ୨୨ରୁ ବଢିବ ଶୀତ  ।

ଭୁବନେଶ୍ୱର ; ତା-୨୦/୧୨ (ବିଏମସି ଟିଭି ଓଡିଆ) ପାଣିପାଗ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବାବେଳେ ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ…

ଜେଲ୍ ପରସରରେ ଅନ୍ତୋବସୀ ଙ୍କୁ ନେଇ ହେଉଥିବା ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ।

ବୌଦ୍ଧ ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।…

ରାଜପାଟଣା ମିନି ଷ୍ଟାଡିଅମ ରେ ପଂଚାୟତ ମହୋତ୍ସବ ପଲିଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା, ଜନ ସମାଗମ।

ନୟାଗଡ଼ ; ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇ ପୁର ପାଟଣା ରାଜପଟଣା ମିନି ଷ୍ଟାଡିଅମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲିଶ୍ରୀ ମେଳା…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କୋରାପୁଟର ଦମ୍ପତି।

ଗଜପତି ; ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଆଜି ଗଜପତି ଜିଲ୍ଲାରୁ ୬୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କୋରାପୁଟ ଜିଲ୍ଲାର…

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ।

ସମ୍ବଲପୁର ;ତା-୨୦/୧୨(ବିଏମସି ଟିଭି ଓଡିଆ) ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ପଦ୍ମିନୀ ଦାଶଙ୍କ…

ବରପାଲି ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲିଂ।

ସମ୍ବଲପୁର ;ତା-୨୦/୧୨(ବିଏମସି ଟିଭି ଓଡିଆ) ବରପାଲି ମହାବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଓ ଏନଏସଏସ ପୋଗ୍ରାମ ଅଧିକାରୀ ତଥା କ୍ୟାରିୟର…

ଶିଶୁ ସୁରକ୍ଷା ସର୍ମ୍ପକିତ କର୍ମ ଶାଳା ଅନୁଷ୍ଠିତ।

ନୟାଗଡ଼ ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ଜ଼ିଲ୍ଲା ପରିଷଦର ସୃଜନ ସମିଳନୀ କକ୍ଷରେ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହ…

ଦୂର୍ଗମ ବଣ୍ଡା ଘାଟିରେ ପଟ୍ଟା ବଣ୍ଟନ ସହ ସ୍ଥିତି ପରଖିଲେ ଉପ ମୁଖ୍ୟମନ୍ତ୍ରୀ।

ମାଲକାନଗିରି ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୂର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା…

ଫିଟ୍ ଇଣ୍ଡିଆ ସପ୍ତାହ ପାଳିତ।

ନୟାଗଡ଼ ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣପ୍ରିୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ଦିନ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ଅବସରରେ…

ଖୋର୍ଦ୍ଧା ମହୋତ୍ସବ ୫ମ ସଂଧ୍ୟା ଲୁକାଇତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଉତ୍ସବ ଏକମାତ୍ର ମାଧ୍ୟମ।

ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନିୟୁ ଥିଙ୍କିଙ୍ଗ ଫୋରମ ଓ କେନ୍ଦ୍ର ସରକାରଙ୍କ ଏମ.ଏସ.ଏମ.ଇ. ବିଭାଗ ପକ୍ଷରୁ ସ୍ଥାନୀୟ ହାବେଳୀ ପଡ଼ିଆରେ…