ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କୋରାପୁଟର ଦମ୍ପତି।

ଗଜପତି ; ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଆଜି ଗଜପତି ଜିଲ୍ଲାରୁ ୬୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କୋରାପୁଟ ଜିଲ୍ଲାର…

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ।

ସମ୍ବଲପୁର ;ତା-୨୦/୧୨(ବିଏମସି ଟିଭି ଓଡିଆ) ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ପଦ୍ମିନୀ ଦାଶଙ୍କ…

ବରପାଲି ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲିଂ।

ସମ୍ବଲପୁର ;ତା-୨୦/୧୨(ବିଏମସି ଟିଭି ଓଡିଆ) ବରପାଲି ମହାବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଓ ଏନଏସଏସ ପୋଗ୍ରାମ ଅଧିକାରୀ ତଥା କ୍ୟାରିୟର…

ଶିଶୁ ସୁରକ୍ଷା ସର୍ମ୍ପକିତ କର୍ମ ଶାଳା ଅନୁଷ୍ଠିତ।

ନୟାଗଡ଼ ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ଜ଼ିଲ୍ଲା ପରିଷଦର ସୃଜନ ସମିଳନୀ କକ୍ଷରେ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହ…

ଦୂର୍ଗମ ବଣ୍ଡା ଘାଟିରେ ପଟ୍ଟା ବଣ୍ଟନ ସହ ସ୍ଥିତି ପରଖିଲେ ଉପ ମୁଖ୍ୟମନ୍ତ୍ରୀ।

ମାଲକାନଗିରି ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୂର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା…

ଫିଟ୍ ଇଣ୍ଡିଆ ସପ୍ତାହ ପାଳିତ।

ନୟାଗଡ଼ ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣପ୍ରିୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ଦିନ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ଅବସରରେ…

ଖୋର୍ଦ୍ଧା ମହୋତ୍ସବ ୫ମ ସଂଧ୍ୟା ଲୁକାଇତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଉତ୍ସବ ଏକମାତ୍ର ମାଧ୍ୟମ।

ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନିୟୁ ଥିଙ୍କିଙ୍ଗ ଫୋରମ ଓ କେନ୍ଦ୍ର ସରକାରଙ୍କ ଏମ.ଏସ.ଏମ.ଇ. ବିଭାଗ ପକ୍ଷରୁ ସ୍ଥାନୀୟ ହାବେଳୀ ପଡ଼ିଆରେ…

ଖୋର୍ଦ୍ଧା ବ୍ଲକରେ ୪୧ତମ ଓ଼ଷ୍ଠା ଶିଶୁ ଉତ୍ସବ ଉଦଯାପିତ।

ଖୋର୍ଦ୍ଧା ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ବ୍ଲକ ଓ଼ଷ୍ଠାର ୪୧ତମ ଶିଶୁ ଉତ୍ସବ ବିଙ୍କୁଡିଆ ବାଲୁଙ୍କେଶ୍ୱର ଦେବ ହାଇସ୍କୁଲ୍ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ୧୮ଟି ସ୍କୁଲର…

ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ମନୋନୟନ।

ସମ୍ବଲପୁର ;ତା-୧୭/୧୨(ବିଏମସି ଟିଭି ଓଡିଆ) ବରପାଲି ବ୍ଲକ୍‌ସ୍ତରୀୟ ସନାତନି ବ୍ରାହ୍ମଣ ସମାଜର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ବରପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ।

ନୟାଗଡ଼ ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ…

ଖୋର୍ଦ୍ଧା ମହୋତ୍ସବ ୪ର୍ଥ ସଂଧ୍ୟା,ସ୍ଥାନୀୟ କଳାକାର ନୃତ୍ୟରେ ବିମୋହିତ ହେଲେ ଦର୍ଶକ।

ଖୋର୍ଦ୍ଧା ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ହାବେଳୀ ପଡିଆରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ । ତିନୋଟି ସଂଧ୍ୟା ଅତିକ୍ରାନ୍ତ ପରେ ୪ର୍ଥ…

ରେଳ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲାପାଳ ।

ବୌଦ୍ଧ/ହରଭଙ୍ଗା ; ତା-୧୮/୧୨ (ବିଏମସି ଟିଭି ଓଡ଼ିଆ) ପଶ୍ଚିମ ଓଡ଼ିଶାର ଲାଇଫଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦୃତ ଗତିରେ ଚାଲିଛି। ଏହା ସହ ୩୭ ବର୍ଷର…

ପ୍ରଧାନ ଶିକ୍ଷକଙ୍କୁ ସ୍ବର୍ଗତ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ।

କେନ୍ଦୁଝର ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ) ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ବର୍ଗତ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ। ପାଟଣା କେନ୍ଦୁଝର ଜିଲ୍ଲା ସାହାର…

ସଂକୁଳ ସ୍ତରୀୟ ବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ।

ବରପାଲି ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ) ସଂକୁଳ ସ୍ତରୀୟ ବାର୍ଷିକ ଖେଳକୁଦ ସମାରୋହ ସତଲମା ଶିଶୁଵିଦ୍ୟାମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆ ରେ ପରିଚାଳନା ସମିତି ର ସଭାପତି…

ନୁଆଗଡ ରଷିଶୃଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।

ଗଜପତି ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ) ଗଜପତି ଜିଲ୍ଲାରେ ନୁଆଗଡ ସଦର ମହକୁମା ସ୍ତିତ ମିନି ଷ୍ଟାଡିୟମରେ ମହୋତ୍ସବ ଦୁଇ ଦିନ ଧର ହେବାକୁ ଥିବା ପଞ୍ଚାୟତ ସମିତିସ୍ତରୀୟ…