ନୟାଗଡ ; ତା-୧୪/୦୨(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଥାନା ଅନ୍ତର୍ଗତ ବକ୍ସିପାଟଣା ଗ୍ରାମର ଜିତେନ୍ଦ୍ର ଗୁରୁ ଙ୍କ ପୁଅ ଚିକୁନ ଗୁରୁ ଙ୍କ ଠାରୁ ୨୨ଲିଟର ଦେଶୀ ମଦ ଜବତ କରିବା ସହ ଚିକୁନ୍ ଗୁରୁ କୁ ଗିରଫ କରିଛି ଦଶପଲ୍ଲା ଅବକାରୀ ବିଭାଗ।ଏହି ଚଢାଉ ସମୟରେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ସମେତ କନେଷ୍ଟବଳ ପ୍ରଦୀପ୍ତ କୁମାର ନାଏକ, ପ୍ରହଲ୍ଲାଦ ପ୍ରଧାନ ଓ ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।