ଦଶପଲ୍ଲା:-୦୫/୦୫/୨୫ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗ୍ରାମର କୃଷ୍ଣ ଚନ୍ଦ୍ର ସେଠି ଙ୍କ ଠାରୁ ୧୬ଲିଟର ଦେଶୀ ମଦ ଏବଂ ସାନକୁରୁଡ଼ଙ୍ଗୀ ଗ୍ରାମର ସୁରଥ ନାୟକ ଙ୍କ ଠାରୁ ୩୦ଲିଟର ଦେଶୀ ମଦ ଜବତ ସହିତ ଉଭୟଙ୍କୁ ଗିରଫ କରିଥିବା ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରା ପ୍ରକାଶ କରିଛନ୍ତି। ଏହି ଚଢାଉ ସମୟରେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ସମେତ କନେଷ୍ଟବଳ ପ୍ରଦୀପ୍ତ କୁମାର ନାଏକ, ପ୍ରହଲ୍ଲାଦ ପ୍ରଧାନ ଓ ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।