ନୟାଗଡ ;ତା-୩୦/୦୫(ବିଏମସି ଟିଭି ଓଡ଼ିଆ)
ଗଣନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ପତଣ୍ଡା ଗ୍ରାମ ଭିତରୁ ଏକ ହରିଣ କୁ ଉଦ୍ଧାର କଲା ଗଣିଆ ବନବିଭାଗ।ସ୍ଥାନୀୟ ଲୋକ ମାନେ ହରିଣ କୁ କାବୁ କରି ଗଣିଆ ବନ ବିଭାଗ କୁ ଖବର ଦେଇ ଥିଲେ ଓ ଘଟଣା ସ୍ଥଳରେ ବନ ବିଭାଗ ପହଂଚି ହରିଣ କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା କରିବା ପରେ ସ୍ଥାନୀୟ ଜଙ୍ଗଲ ରେ ଛାଡି ଦେଇଛନ୍ତି। ହରିଣ ଟି ସମ୍ପୂର୍ଣ ସୁସ୍ଥ ଥିବା ଫରେଷ୍ଟର ସୂଚନା ଦେଇଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।