ଯାଯପୁର ;ତା-୧୮/୦୫(ବିଏମସି ଟିଭି ଓଡ଼ିଆ)
ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ବିଞ୍ଝାରପୁର ଅଞ୍ଚଳରେ ବହୁ ବାଂଲାଦେଶୀମାନେ ବିଭିନ୍ନ ଛଦ୍ମ ବେଶରେ ରହିଛନ୍ତି । ଏମାନେ ତଞ୍ଚକତା କରି ନରି ଆଧାରକାର୍ଡ ହାତେଇ ରାସନ ସାମଗ୍ରୀ ନେବା ସହିତ ରାଜ୍ୟ ଜ୍ୟ ଓ ଓ ଦେଶ ଦେ ସୁରକ୍ଷା କ୍ଷେତ୍ରରେ ବାଧକ ସାଜିଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ତଡ଼ିପାର କରିବା ସହିତ ଏମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଞ୍ଝାରପୁର ବଜରଙ୍ଗ ଦଳ ।ଦଳ ତରଫରୁ ଆଜି ସ୍ଥାନୀୟ ବିଡିଓ, ଥାନା ଅଧିକାରୀ ଓ ଯୋଗାଣ ଅଧୂକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କୁ ଚିହ୍ନଟ କରି ରାସନ ବନ୍ଦ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦଳ ଦାବି କରିଛି।
ଯାଯପୁର ରୁ ସୌମ୍ୟ ବିଞ୍ଝାରପୁର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।