ନୟାଗଡ ; ତା-୧୩/୦୨(ବିଏମସି ଟିଭି ଓଡ଼ିଆ)
ଥଣ୍ଡାର ପ୍ରକୋପ ହ୍ରାସ ହେଉଥିବା ବେଳେ ଧିରେ ଧିରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହେଲାଣି। ଏବେଠୁ ଜଙ୍ଗଲ ଜଳିବା ଆରମ୍ଭ ହୋଇଗଲାଣି। ବନ ବିଭାଗ ଏବେଠାରୁ ସଜାଗ ହେବା ଆବଶ୍ୟକ। ନଚେତ ଜଙ୍ଗଲ ପୋଡ଼ି ଅଧିକ ବଢିବା ସହିତ ଜଙ୍ଗଲି ଜନ୍ତୁ ଗାଁ ମୁହାଁ ହୋଇ ଅନେକ ଅଘଟଣ ଘଟିବ ବୋଲି ପରିବେଶବିତ୍ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଦଶପଲ୍ଲା ରୁ ବାଣିଗୋଛା ଜାତୀୟ ରାଜପଥରେ ଥିବା ଟୋଲଗେଟ ପାର୍ଶ୍ଵ ରାସ୍ତା କଡ଼ରେ ନିଆଁ ଲାଗିଥିଲା। ପରିବେଶବିତ୍ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଦ୍ୟୟ ସେହିବାଟରେ ଯାଉଥିବା ବେଳେ ନିଆଁ ଲାଗିଥିବା ନଜର କୁ ଆସିଥିଲା। ଗାଡିରୁ ଓହ୍ଲାଇ ସଙ୍ଗେ ସଙ୍ଗେ ନିଆଁ କୁ ଆୟତ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।