ନୟାଗଡ଼ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ କଟା ଜାଉଛି ଶହ ଶହ ଶାଗୁଆନ ନିରବ ବନ ବିଭାଗ।

ନୟାଗଡ଼ ; ତା-୧୬/୧୨(ବିଏମସି ଟିଭି ଓଡ଼ିଆ)

ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା କାରଣରୁ ରାଜ୍ୟ କିମ୍ବା କେନ୍ଦ୍ର ନିର୍ଦ୍ଦେଶକ୍ରମେ ଏବେ କଟା ଜାଉଥିବା ଜଙ୍ଗଲ କୁ ପୁନରୁଦ୍ଧାର କରା ଯାଉଥିବା ବେଳେ, ନୟାଗଡ଼ ବନଖଣ୍ଡ ଅଧିନ ଓଡ଼ଗାଁ ବନାଞ୍ଚଳ ଫାସିପଲ୍ଲୀ ବିଟ ହାଉସରେ ଥିବା ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ଦିନ ଅଧିଆ ଦୃର୍ବୁତ୍ତ ସାଗୁଆନ କାଠ ଚୋରା ଚାଲାଣ କରୁଥିବା ବେଳେ ବନବିଭାଗ ସମ୍ପୃକ୍ତି ଥିବା ଜଣା ପଡ଼ିଛି।ନଚେତ ଦିନ ଅଧିଆ କିପରି କାଠ ଚୋରାଚାଲାଣ ହେଉଛି ତାହା ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ନୟାଗଡ଼ DFO ଜାଣିଛନ୍ତି ଯେ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ସାଗୁଆନ କାଠ ଚୋରା ଚାଲାଣ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଦେଖିବା ଏହାର ତଦନ୍ତ କରି ଦୋଷିକୁ କେବେ ଧରୁଛି ବନ ବିଭାଗ ତାହା ଦେଖିବାକୁ ବାକି ରହିଲା।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *