ମାର୍ଚ୍ଚ ମାସ ୨୦ ତାରିଖରେ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି। 

ନୟାଗଡ ;ତା-୨୦/୦୩(ବିଏମସି ଟିଭି ଓଡ଼ିଆ)

ଆଜି ମାର୍ଚ୍ଚ ମାସ ୨୦ ତାରିଖରେ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଇଟାମାଟି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସମାଜସେବୀ, ରକ୍ତଦାତା, ସାହିତ୍ୟିକ, ଗାୟକ, କଳାକାର, ଲୋକପ୍ରତିନିଧି , ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରକୃତିପ୍ରେମୀ ମାନେ ଯୋଗ ଦେଇଥିଲେ। ସମାଜସେବୀ ଭାଗିରଥି ବାଇ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଦିଲ୍ଲୀପ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ଏହାକୁ ସଂଚାଳନ କରିଥିଲେ। ଏହି ସଭାରେ ଆଶିଷ କୁମାର ଅଗ୍ରୱାଲ, ବିଶ୍ୱନାଥ ମହାପାତ୍ର, ଶ୍ରବଣ ରାମ, କିଶୋର ଚନ୍ଦ୍ର ନାୟକ, ସଚ୍ଚିଦାନନ୍ଦ ସାଥୁଆ, ଉମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନ,ସୁବାସ ଜେନା, ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସୁଶାନ୍ତ ରାୟ,ସନ୍ତୋଷ ପୃଷ୍ଟି, ଘନଶ୍ୟାମ ବେହେରା, ସୁରେଶ ସ୍ୱାଇଁ, ସନ୍ତୋଷ ବେହେରା, ପ୍ରଭୁଦତ ପ୍ରଧାନ,ରାଜେଶ ବାରିକ, ଉମାକାନ୍ତ ମହାପାତ୍ର, ଉମାକାନ୍ତ ପ୍ରଧାନ, ଦେବାଶିଷ ରାଉତ, ବାବୁଲ ଦାସ, ସନ୍ତୋଷ ପ୍ରଧାନ,ଅନୁଷ୍ଠାନର ଉପଦେଷ୍ଟା କ୍ରୀଷ୍ଣ କୁମାର ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *