ବଲାଙ୍ଗୀର ; ତା-୦୮/୦୧(ବିଏମସି ଟିଭି ଓଡ଼ିଆ)
ଦୀର୍ଘ ବର୍ଷ ଧରି ଡାକ୍ତର କିରନ୍ ମୟୀ ପଣ୍ଡା ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଓ ଅନ୍ୟ ଜଣେ ନର୍ସିଂ ଅଫିସର ଷ୍ଟାଫ କଲ୍ୟାଣ ମାଝୀ, ଲମ୍ବା ଛୁଟି ରେ ଅଛନ୍ତି ।ଏହି ଦ୍ବୟ ଙ୍କୁ ନେଇ ଯଦି ଅନ୍ୟତ୍ର ବଦଳି ଅବା ସ୍ଥାୟୀ ଭାବେ ନିଯୁକ୍ତ କରାଯାଏ ତେବେ ସାଧାରଣ ଉପ କୃତ୍ ହେବେ । ଏହି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଲଗିରହିବା ଓ ଡାକ୍ତର ,କର୍ମଚାରୀ ଅଭାବ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ସଚେତନ ନାଗରିକ କମିଟି ତରଫ ରୁ ଦାବି ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।