ଦଶପଲ୍ଲା ବ୍ଲକ ର ବିଭିନ୍ନ ସ୍ଥାନରେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ।

ନୟାଗଡ ; ତା-୧୭/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅଧିକାଂଶ ପଞ୍ଚାୟତ ରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି। ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ଯୋଗ୍ୟ ବିବେଚିତ ଦିବ୍ୟାଙ୍ଗ ମାନଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆହୁରି ଅଧିକ ୮୦ବର୍ଷ ରୁ ଉର୍ଦ୍ଧ ଏବଂଶତକଡା ୮୦% ରୁ ଅଧିକ ଭିନକ୍ଷମ ହିତାଧିକାରୀ ଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା କରିଥିବା ଜଣାପଡିଛି।

ସାମାଜିକ ସୁରକ୍ଷା ଭତା ୮୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ ୮୦% କିମ୍ବା ତତୁର୍ଦ୍ଧ ଭିର୍ନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇଲେ ସରକାର।ସାମାଜିକସୁରକ୍ଷା ଭତା ୩୫୦୦ଟଙ୍କା କୁ ବୃଦ୍ଧି କଲେ।ଏହି ଜାନୁୟାରୀ ୧୫ତାରିଖ ରୁ ଲାଗୁ ହୋଇଥିଲା।ସତରେ କଥା ଦେଇ କଥା ରଖିଲେ ମୋହନ ସରକାର।ଏତଦ୍ୱାରା ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ଙ୍କ ମୁହଁରେ ହସ ଫୁଟି ଉଠିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *