ନୟାଗଡ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)
ଛେନାପୋଡ଼ ଶ୍ରଷ୍ଟା ବିଦ୍ୟାଧର ସାହୁ ସ୍ମୃତି ସୁରକ୍ଷା ମଞ୍ଚ ତରଫରୁ ଦଶପଲ୍ଲା ର ଚକ୍ରଧର ପୁର ନିକଟସ୍ଥ ସୀମା ମୋଟର ତଥା ସାଇ ଲଜ ଠାରେ ସ୍ୱର୍ଗତ ବିଦ୍ୟାଧର ସାହୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଡିସେମ୍ବର ୩୧ତାରିଖ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ନିକଟରେ ଦାବିରଖିଥିଲେ ଓ ପ୍ରଥମେ ବିଦ୍ୟାଧର ସାହୁ ଙ୍କ ଦ୍ୱାରା ଛେନାପୋଡ଼ ତିଆରି କରିଥିବାରୁ ଜିଆଇ ଟ୍ୟାଗ ପ୍ରଦାନ କରାଯାଉ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।