ପାଳଗଦାରେ ନିଆଁ ଲାଗି ପାଖରେ ଥିବା ଘରର କିଛି ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ବୌଦ୍ଧ ;ତା-୧୮/୦୧(ବିଏମସି ଟିଭି ଓଡ଼ିଆ)

ବୌଦ୍ଧଜିଲ୍ଲା ବୌଦ୍ଧବ୍ଲକ ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ଅଧୀନ ଗୁନ୍ଦୁଲିଆ ଗ୍ରାମର ବିମ୍ବାଧର ବେହେରାଙ୍କ ପାଳଗଦା ରେ କେହି ଜଣେ ଅସାମାଜିକ ଯୁବକ ନିଆଁଲଗାଇ ଦେଇଥିବାରୁ ପାଳଗଦା ପୋଡିଯିବା ସହିତ ପାଖରେ ଥିବା ଆଜବେଷ୍ଟର ଘରର ଝରକାଦେଇ ସାମ୍ବାଦିକ ପ୍ରଭଞ୍ଜନ ପୁରୋହିତ ଙ୍କ କିଛି ଆସବାବ ପତ୍ରଫୋଡି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ଅାସବା ପତ୍ରମୂଲ୍ୟ ପ୍ରାୟ ପନ୍ଦର ହଜାର ଟଙ୍କା ହେଵବୋଲି ଅକଳନ ରୁ ଜଣାପଡୁଛି। ନିଆକୁ ବାଉଁଶୁଣି ଦମକଳ ର ଚିତରଞ୍ଜନ ମହାର ଲିଡିଙ୍ଗ ଫାୟାର ମେନ ଙ୍କ ସମେତ ଅଲ ଷ୍ଟାଫ ସାମିଲ ଥିଲେ। ନିଆଁ ଏତେ ପ୍ରଖର ଥିଲା ଯେ ପ୍ରାୟ ଅଧାଘଣ୍ଟା ପାଣି ମାରିବାପରେ ନିଆଁ କୁ ଆୟତ କରି ଲିଭାଇଥିଲେ।


ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *