ବିଷମକଟକର ବିଭିନ୍ନ ସ୍ଥାନରେ ୭୬ ତମ ସାଧାରଣତନ୍ତ୍ର ଦିବସ ବଡ଼ ଧୂମଧାମ ରେ ପାଳିତ ।

ରାୟଗଡ଼ା; ତୀ-୨୬/୦୧(ବିଏମସି ଟିଭି ଓଡ଼ିଆ)

ଆଜିର ଏହି ପବିତ୍ର ଦିନଟି ଆମ ପାଇଁ ମହାନ ସମ୍ବିଧାନ ପ୍ରତି ସମ୍ମାନ ଓ ବିଶ୍ୱର ସର୍ବବୃହତ ବଜାଇ ରଖିବା ପାଇଁ ୭୬ତମ ସାଧାରଣତନ୍ତ୍ର ଦିବସ ପ୍ରତି ଆମର କର୍ତଵ୍ୟକୁ ସ୍ମରଣ ରଖିବା ପାଇଁ ରାୟଗଡା ଜିଲ୍ଲା ବିଷମ କଟକ ସହର ର ବିଭିନ୍ନ କାର୍ଯ୍ୟଳୟ ସ୍ଥାନରେ ଓ ମା ମାର୍କମା ମନ୍ଦିର ପାଖରେ ଥିବା ମିନି ଖେଳ ପଡିଆ ଠାରେ ବଡ଼

ଧୂମଧାମ ଆନନ୍ଦ ଉଲ୍ଲାସ ସହ ବିଷମକଟକ ସମବାୟ ସମିତି ଲିଃ ଠାରେ ଏମ. ଡ଼ି ଶ୍ରୀ ସାନ୍ତୁନ ସାହୁ ଙ୍କ ସହଯୋଗ ରେ ମୁଖ୍ୟ ଅଥିତି ଶ୍ରୀମତୀ ଅନିତା ପୀଡିକାକା ପତାକା ଉତ୍ତଳୋନୀୟ କରିଥିଲେ। ଓ ବିଷମକଟକ ଥାନା IIC ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ପତାକା ଉତ୍ତଳୋନୀୟ କରିଥିଲେ ଏବଂ pwd କାର୍ଯ୍ୟଳୟରେ aee ଶ୍ରୀ ଶରତ ଚନ୍ଦ୍ର ପାତ୍ର ପତାକା ଉତ୍ତଳୋନୀୟ କରି ୭୬ତମ ସାଧାରଣତନ୍ତ୍ର ଦିବସ ଉପରେ ଅଭିଭାଷଣ ଦେଇଥିଲା ।

ବିଷମକଟକ ସହରର ସମସ୍ତ ଙ୍କ ପାଇଁ ମିନି ଖେଳ ପଡିଆ ଠାରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ର ତହସିଲଦାର ଶ୍ରୀ କେ.ଭେଙ୍କେଟେଶ୍ୱର ରେଡି ପତାକା ଉତ୍ତଳୋନୀୟ କରି ଦେଶାତ୍ମକ ସ୍ୱାଧୀନତା ବୋଳି ଦାନ ଯବାନ ମାନଙ୍କ ଓ ଦେଶ ର ମହାନତା ବଜାଇ ରଖିବା ପାଇଁ ଏହି ସାଧାରଣତନ୍ତ୍ର ଦିବସ ପାଳନ ଉପରେ ଅଭିଭାଷଣ ଦେଇଥିଲେ ଓ ଏଥିରେ ଉପସ୍ଥିତ ମା

ମାର୍କମା କଲେଜ ର ପ୍ରିନସିପାଲ, ଥାନା IIC ଶ୍ରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ,ତ୍ରିନାଥ ଗୌଡ଼, ବିପିନ ଚନ୍ଦ୍ର ପାତ୍ର,ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ, ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଙ୍କ ସହଜଗ ରେ ଶାନ୍ତି ଶୁଙ୍ଖଳା ସହ ପାଳନ କରିଥିଲେ ।ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ମା ମାର୍କମା କଲେଜ ର ଛାତ୍ର ଛାତ୍ରୀ ମାନେ ପେରେଡ କରିଵା ପରେ ଦେଶାତ୍ମକ ସଂଗୀତ ଓ ସାଂକୃତିକ ନୂତ୍ୟ କାର୍ଯ୍ୟକ୍ରମ ଟି ବିଷମକଟକ ର ଜନସାଧାରଣ ଙ୍କୁ ଅତି ଆନନ୍ଦ ର ମନଛୁଆ ଖୁସି ପାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଯେଉଁ ଛାତ୍ର ଛାତ୍ରୀ ମାନେ ଭଲକରି ଉତ୍ତ୍ରୀନ୍ନ ହୋଇଥିଲେ ସେମାନ ପ୍ରାଇଜ ପାଇଥିଲେ ।ଏଥିରେ ପୁଲିସ ପ୍ରଶାସନ ଓ ଦୋମକୋଳ ବିଭାଗ ର ସହଜଗ ସହ ଗ୍ରାମବାସୀ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହ ପାଳନ ହୋଇଥିଲା ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *