ବୌଦ୍ଧ ; ତା-୨୬/୦୧(ବିଏମସି ଟିଭି ଓଡ଼ିଆ)
ଆଜିର ଏହି ପବିତ୍ର ଦିନଟି ଆମ ପାଇଁ ମହାନ ସମ୍ବିଧାନ ପ୍ରତି ସମ୍ମାନ ଓ ବିଶ୍ୱର ସର୍ବବୃହତ ବଜାଇ ରଖିବା ପାଇଁ 76 ତମ ସାଧାରଣତନ୍ତ୍ର ଦିବସ ପ୍ରତି ଆମର କର୍ତଵ୍ୟକୁ ସ୍ମରଣ ରଖିବା ପାଇଁ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟଳୟ ସ୍ଥାନ ମାନଙ୍କ ରେ ବଡ଼ ଧୂମଧାମ ଆନନ୍ଦ ଉଲ୍ଲାସ ସହ ଗୁନ୍ଦୁ ଲିଆ ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଧବଳେଶ୍ଵର ସିଂହ ଜାତୀୟ ପତାକା ଉତ୍ତଳନ କରି ଥିବା ବେଳେ ସମବାୟ ସମିତି ଲିଃ ଠାରେ ସଭାପତି ପୂର୍ଣ୍ଣ ଚନ୍ଦ୍ର ପୋଢ଼ ଜତୀୟ ପତାକା ଉତ୍ତଲନ କରିଥିଲେ। ଗୁନ୍ଦୁ ଲିଆ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ ସୁଜିତ କୁମାର ସାହୁ ପତାକା ଉତ୍ତଳନ କରିଥିଲେ। ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠ ନ ମାନଙ୍କ ରେ ଜାତୀୟ ପତାକା ଉତ୍ତଳନ କରିଥିଲେ। ସହଯୋଗ ରେ ମୁଖ୍ୟ ଅଥିତି ଧବଳେଶ୍ଵର ସିଂହ ପତାକା ଉତ୍ତଳନ କରି 76 ତମ ସାଧାରଣତନ୍ତ୍ର ଦିବସ ଉପରେ ଅଭିଭାଷଣ ଦେଇଥିଲା । ଗୁନ୍ଦୁଲିଆ ଅଞ୍ଚଳ ର ସମସ୍ତ ଙ୍କ ପାଇଁ ଖେଳ ପଡିଆ ର ସୁବ୍ୟବସ୍ଥା କରିଦେଇଥିଲେ। ସ୍କୁଲ ହାଇସ୍କୁଲ ଠାରେ ସହକାରି ପ୍ରଧାନ ଶିକ୍ଷକ ବିମ୍ବାଧର ପତାକା ଉତ୍ତଳନ କରି ଦେଶାତ୍ମକ ସ୍ୱାଧୀନତା ବୋଳି ଦାନ ଯବାନ ମାନଙ୍କ ଓ ଦେଶ ର ମହାନତା ବଜାଇ ରଖିବା ପାଇଁ ଏହି ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି ବୋଲି କହିଥିଲେ ।ଏହି ଥିରେ ଅଭିଭାବକ ସମେତ ଗ୍ରାମ ବାସୀ ମାନେ ଵହୂ ସଖ୍ୟା ରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହ ପାଳନ କରିଥିଲେ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।