କୁଡୁମୁଳୁଗୁମାରେ ନୁତନ ତହସିଲଦାର ଙ୍କ ଯୋଗଦାନ।

ମାଲକାନଗିରି ;ତା-୨୨/୦୪(ବିଏମସି ଟିଭି ଓଡ଼ିଆ)

କୁଡୁମୁଳୁଗୁମା ର ବରିଷ୍ଠ ସାମ୍ବାଦିକ ହିମାଂଶୁ ଶେଖର ସ୍ୱାଇଁ ,ଭଗବାନ ସାହୁଏବଂ ଅଜୟ ପଟନାୟକ ନୂତନ ତହସିଲ ଦାର କୁ ଫୁଲ ତୋଡ଼ା ଦେଇ ସମ୍ବଦନା ଜଣାଇ ଥୀଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *