B.Ed ର ଏକ ବର୍ଷୀୟ କୋର୍ସ ପୁଣିଥରେ ହେବ ଆରମ୍ଭ , କେବଳ ଏହି ଛାତ୍ରଙ୍କୁ ମିଳିବ ସୁଯୋଗ ।

ନୁଆଦିଲ୍ଲୀ ; ତା-୧୬/୦୧ ( ବିଏମସି ଟିଭି ଓଡ଼ିଆ)

ଏକ ବର୍ଷୀୟ B.Ed କୋର୍ସ ପୁଣି ଆରମ୍ଭ ହେବ। ଏନଇପି ୨୦୨୦ର ସୁପାରିଶ ଅନୁସାରେ, କିଛି ନୂଆ ସର୍ତ ସହ ଏହାକୁ ଦ୍ୱିତୀୟ ଥର ୧୦ ବର୍ଷ ପରେ ଆଉ ଥରେ ଆରମ୍ଭ କରାଯିବ।

ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦର ହୋଇଥିବା ବୈଠକରେ ଏକ ବର୍ଷୀୟ B.Ed ସମେତ ଟିଚିଂ କୋର୍ସକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା ପୁଣିଥରେ ଆରମ୍ଭ ହେଉଥିବା ଏକ ବର୍ଷୀୟ B.Ed କୋର୍ସରେ କେଉଁ ଛାତ୍ରମାନଙ୍କୁ ଏହାର ଫାଇଦା ମିଳିବ ଏବଂ ଏହି କୋର୍ସ କେଉଁମାନେ କରିପାରିବେ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *