ନୟାଗଡ ; ତା-୨୯/୦୧(ବିଏମସି ଟିଭି ଓଡ଼ିଆ)
ଉତ୍କର୍ଷ ଓଡ଼ିଶା ମକେ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ଗୋଗଦବାକୁ ଥିବାବେଳେ କୃଷକ ସଂଗଠନର ଦାବି ମୁତାବକ ଚାଷୀ ପେନସନ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟର କ୍ଷତି ପୂରଣ ପ୍ରଦାନ। ଫସଲ କ୍ଷତି କାରଣରୁ ମୃତ୍ୟୁ ବରଣ କରିଥିବା ଚାଷୀଙ୍କୁ ସ୍ବତନ୍ତ୍ର ଅର୍ଥ ରାଶି, ପ୍ରଦାନ ଜମିକୁ ଜଳ ସେଚନ ସହ ଧାନ କଟନି ଛଟନି ବନ୍ଦ କରିବା ପାଇଁ ମୋଦିଙ୍କୁ ବିରୋଧ କରିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକର ଚାଷୀମାନେ ପୁର୍ବ ରାତିରେ ଭୁବନେଶ୍ୱର ଯାଉଥିବ ସମୟରେ ଫତେଗଡ ଥାନା ପୋଲିସ ପିଛା କରି ବାଘମାରି ଠାରେ ରାତି ନଅଟାରେ ସେମାନଙ୍କୁ ଅଟକାଇ ଫତେଗଡ ଥାନାକୁ ଆଣିଥିଲା। ଫତେଗତ ଥାନାରୁ ନୟାଗଡ଼ ପୋଲିସ ରାତି ବାରଟା ସମୟରେ ସେମାନଙ୍କୁ ନୟାଗଡ଼ ଆଣି ଏସ ପି ଅଫିସରେ ରଖିଥିଲେ। ଆଯି ତା ଅଠେଇଶ ରିଖ ଦିବା ବାରଟା ସମୟରେ ବିରୋଧ କରିଵାକୁ ଯାଉଥିବା ଚାଷି ନେତା ପ୍ରସର୍ଣ୍ଣ କୁମାର ପ୍ରଧାନ ,ଅଭିମନ୍ୟୁ ଗୁମାନ ସିଂ, ମଙ୍ଗୁଳି ବେହେରା , ନନ୍ଦ କିଶୋର, ଗୋବର୍ଦ୍ଧନ ବେହେରା , ଅଭି ପରିଡ଼ା ,ବସନ୍ତ ବେହେରା, ପ୍ରସର୍ଣ୍ଣ କୁମାର ସିଂହ ସାମନ୍ତରାୟ ଙ୍କୁ ଛାଡିଥିଲେ। ନୟାଗଡ଼ ପୋଲିସ ଜିଲ୍ଲା ସଭାପତି ରଣଜିତ ଦଳବେହେରାଙ୍କୁ ନିଜ ବାଲୁଗାଁ ସ୍ଥିତ ବାସ ଭବନରେ ଶତେଇଶ ତାରିଖ ରାତି ଶାଢେ ଶାତଟାରୂ ଅଠେଇଶ ତାରିଖ ଦିବା ଦୁଇ ଘଣ୍ଟିକା ପର୍ଯୁନ୍ତ ନଜର ବନ୍ଦୀ କରି ରଖିଥିଲେ।
ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।