ବୌଦ୍ଧ ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସମାଜ ତରଫରୁ ବୁଢ଼ା, ବୁଢ଼ୀ ଙ୍କୁ ଶୀତବସ୍ତ୍ର ବଣ୍ଟାଯାଇଥିଲା ।
ଏଥିରେ ମୁଖ୍ୟ ଅଥିତି ଭାବରେ ଗୁନ୍ଦୁଲିଆ ସରପଞ୍ଚ ଧଵଳେଶ୍ଵର ଙ୍କ ଦ୍ଵାରା ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଶୀତ ବସ୍ତ୍ର ବାଣ୍ଟିଲା ସମୟରେ ସମାଜର ସାମ୍ବାଦିକ ବିଦ୍ୟନାଥ ହୋତା, ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପଥିସ୍ଥ ଥିଲେ ।ଶୀତ ବସ୍ତ୍ର ପାଇଲା ପରେ ବୁଢା, ବୁଢ଼ୀ ମାନେ ହରିବୋଲ ହୁଳହୁଳି ରେ ସ୍ଥାନ ଟି କମ୍ପେଇ ଦେଇଥିଲେ ଏବଂ ଅତିଥି ମାନଙ୍କର ଶୁଭ କାମନା କରିଥିଲେ ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।