ସ୍ବର୍ଗତ ସତ୍ୟନାରାୟଣଙ୍କ ପରିବାରକୁ ସମବେଦନା ଜଣାଇଲା ଟିକାବାଲି ହୋମଗାର୍ଡ ସଂଘ।

କନ୍ଧମାଳ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଟିକାବାଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ସତ୍ୟ ନାରାୟଣ ଖାଡେଙ୍ଗା,ବାପା ଲକ୍ଷ୍ମୀ ନାରାୟଣ ଖାଡେଙ୍ଗାଙ୍କର ସ୍ୱାସ୍ଥ୍ୟନ ଖରାପ ହେତୁ ଚିକିତ୍ସିଚିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।ସ୍ୱର୍ଗତ ସତ୍ୟନାରାୟଣ ଙ୍କ ଶୁଦ୍ଧିକ୍ରିୟା କର୍ମ,ଆଜି ଟିକାବାଲି ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଟିକାବାଲି ଥାନା ହୋମଗାର୍ଡ ସଂଘ ସଭାପତି  ସାମନ୍ତ ଡିଗାଲ ଙ୍କ ନେତୃତ୍ୱରେ ଥାନାର ସମସ୍ତ ହୋମଗାର୍ଡ କର୍ମକର୍ତ୍ତାମାନେ ଉପସ୍ଥିତ ରହି ମୃତ ଲକ୍ଷ୍ମୀନାରାୟଣ ଖାଡେଙ୍ଗା ଙ୍କ ଆତ୍ମାର ସଦଗତି ନିମନ୍ତେ ଶାନ୍ତି ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସ୍ବାନ୍ତନା ଦେଇଥିଲେ। ବିଶେଷ ସୂଚନା ପ୍ରକାରେ ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ଖାଡେଙ୍ଗା ଜଣେ ଅବସରପ୍ରା ପାନୀୟ ଜଳଯୋଗାଣ ବିଭାଗର କର୍ମଚାରୀଥିଲେ ସେ ଜଣେ ଅତ୍ୟନ୍ତ ଧାର୍ମିକ ମିଷ୍ଟଭାଷୀ ମେଳାପି ସ୍ବଭାବର ବ୍ୟକ୍ତି ହୋଇ ଥିବାରୁ ତାଙ୍କ ମୃତ୍ୟୁରେ ଟିକାବାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବା ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟକ୍ରମରେ ଟିକାବାଲି ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତାଉକ୍ତ ଶୁଦ୍ଧିକ୍ରିୟା କର୍ମରେ ଟିକାବାଲି ହୋମଗାର୍ଡ ସଂଘର ସଭାପତି ସାମନ୍ତ ଦିଗାଲ,ଉପ ସଭାପତି ରବିନ୍ଦ୍ର ସାହୁ, ସମ୍ପାଦକ, ପ୍ରସନ୍ନ ଦିଗାଲ, କୋଷାଧ୍ୟକ୍ଷ ରଞୀତ କହଁର ଏବଂ ଟିକାବାଲି ଥାନା ସମସ୍ତ ହୋମଗାର୍ଡ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଟିକାବାଲି ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ଅନୁକରଣ କରି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘଠନଉପସଭାପତି ତଥା ରାଜ୍ୟ ମାନବିକାର ମିଶନ ରାଜ୍ୟ ଆବାହକ  ବିରାଜ ପ୍ରଧାନ ଟିକାବାଲି ଥାନାର ସମସ୍ତ ହୋମଗାର୍ଡ ଭାଇଭିଉନି ମାନଙ୍କୁ ସାଧୁବାଦ ଜଣାଇଥିବା ଦେଖିବାକୁ ମିଳିଛି ।

କନ୍ଧମାଳ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *