ହନୁମାନ ଜୟନ୍ତୀ,ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ରେ ବିଷମକଟକ ବଜରଙ୍ଗ ଦୋଳ ଧୂମଧାମ ରେ ପାଳିତ।

ରାୟଗଡ଼ା ;ତା-୧୪/୦୪(ବିଏମସି ଟିଭି ଓଡ଼ିଆ)

ଆଜି ରାୟଗଡା ଜିଲ୍ଲା ର ବିଷମକଟକ ସହର ଠୁ ଧରି ସହରାଞ୍ଚଳ ଯାଏ ଆଜି ହନୁମାନ ଜୟନ୍ତୀ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ରେ ବିଷମକଟକ ବଜରଙ୍ଗ ଦୋଳ ପକ୍ଷରୁ ମହାଧୁମ୍ ଧାମରେ ପାଳିତ ହୋଇଯାଇଛି ।

ଆଜି ସକାକୁ ବିଷମକଟକ ଗ୍ରାମବାସୀ ବହୁ ସଂଖ୍ୟାରେ ପାହାଡ ରେ ଥିବା ହନୁମାନଙ୍କ ପ୍ରତିମୂର୍ତ୍ତି ଦେବାଳୟ କୁ ଯାଇ ବିଷମକଟକ ର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପଣା ସେବନ ରେ ଭାଗ ନେଇଥିଲେ ।ସେହିପରି ହନୁମାନ ଜୟନ୍ତୀ ରେ ବଜରଙ୍ଗ ଦୋଳ ତରଫରୁ ବଡ

ଧୂମଧାମ ରେ ଡ଼ିଯେ ଵାଣ ଫୁଟାଇ ବଜରଙ୍ଗ ସଂଗୀତ ରେ ନାଚି ସହର ପରିକ୍ରମା କରି ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ସେବନ ର ବ୍ୟବସ୍ତା କରିଥିଲେ । ହନୁମାନ ଙ୍କ ଶ୍ରଦ୍ଧାଳୁ ଭକ୍ତମାନେ ହନୁମାନ ଙ୍କ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିବାର ଦେଖାଯାଇଥିଲା ।ଜିର ଏହି ଉତ୍ସବ ପାଳନ ଦିନଟିକୁ ବିଷମକଟକ ବାସୀ ବଡ ଆନନ୍ଦରେ ସହ ପାଳନ କରିଛନ୍ତି ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।

Leave a Reply

Your email address will not be published. Required fields are marked *