ଡ୍ରାଇଭର ର ଅସାବଦାନତା ଯୋଗୁଁ ଯୁବତୀର ଘଟଣା ସ୍ତଳରେ ମୃତ୍ୟୁ ।

ରାୟଗଡ଼ା ;ତା-୩୦/୦୫(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ ଶୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତୋର୍ଗତ ରୁଗୁଡ଼ୁବାଇ ଗ୍ରାମର ପୁର୍ଣିମା ମାଣ୍ଡାଙ୍ଗି, ସର୍ଗତ ପିତା-ମାଧବ ମାଣ୍ଡାଙ୍ଗୀ, ମା-ମିତି ମାଣ୍ଡାଙ୍ଗୀ ସକାଳ ୦୮ଟା ସମୟରେ +୨ଫୋର୍ମ ପକାଇବା ପାଇଁ ରାମନାଗୁଡ଼ା ଜନସେବା କେନ୍ଦ୍ର ଯାଉଥିଲେ OD:୦୩:L୭୪୯୮ ଗାଡି ପଛରୁ ଧକାଦେଇ ମୁଣ୍ଡରେ ଚକା ଚୋଡ଼ିଯାଇ ଘଟଣା ସ୍ତଳରେ ମୃତ୍ୟୁ ଘଟିଥିଲା । ବିଷମକଟକ ରୁ ଗୁଣୁପୁର ଗୌତମ ଟାକ୍ରୀ କର୍ଟ ମାମରେ ଯାଉଥିଲେ ପ୍ରଥମେ:୧୮C୫୦୨୯ ପଛପଟୁ ଧକା ଦେଇ ଘୋଷାଡ଼ିକି କିଛିଦୁର ନେଇଥିଲା ଜୀବନ ରକ୍ଷା କରିବାକୁ ଗାଡି ଉପରୁ ଡେଇଁ ପଡିଥିଲେ ଗୌତମ ଟାକ୍ରୀ OD:୧୮D୩୪୫୦ ଆପାଚି ଗାଡ଼ିରେ ପୁର୍ଣିମା ମାଣ୍ଡାଙ୍ଗୀ +୨ପାଠ ପୋଡ଼ିବାପାଇଁ ଫୋର୍ମ ପକାଇବାକୁ ରାମନାଗୁଡ଼ା ଇଣ୍ଟେର୍ନେଟ୍ କେନ୍ଦ୍ରକୁ ଯାଉଥିଲେ ପଛପଟୁ ଟ୍ରକ୍ ଛଡାଇ ଦେଇଥିଲା l ଘଟଣାସ୍ତଳରେ ରାମନାଗୁଡ଼ା ପୁଲିସ ପହଁଚି ମୃତ୍ୟୁ ଯୁବତୀକୁ ମେଡିକାଲ୍ ପଠାଇଥିଲେ l ଲକେ ଉତ୍ତକ୍ତ ହୋଇ ୦୬ଘଣ୍ଟା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା l ଗୁଣୁପୁର ପୁଲିସ ପହଂଚି ଟ୍ରକ୍ ମାଲିକ ଆସୁଛି ସମାଧାନ କରିବା କହି ଉତ୍ତକ୍ତ ଲକଙ୍କୁ ବୁଝା ସୁଝା କରି ରାସ୍ତା ରେ ଗାଡି ଚଳା ଚୋଳ ସ୍ୱଭାବ କରିଥିଲେ l ମୃତ୍ୟୁ ହୋଇଥିବା ପୁର୍ଣିମା ମାଣ୍ଡାଙ୍ଗୀ ଓ ଦୁଇଟି ଗାଡି ର ଖେତୀପୂରଣ ନଦେଲେ ପୁଣର୍ବାର ରାସ୍ତା ଅବରୋଧ କରିବୁ ବୋଲି ଗ୍ରାମ ବାସିନ୍ଦା ଓ ଅଞ୍ଚଳର ବୁଦ୍ଧିଯିବି ଚେତାବନି ଦେବା ଶୁଣିବାକୁ ମିଳିଥିଲା ।

ରାୟଗଡା ରୁ ଜ଼ିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *