ଟିଟିଲାଗଡ ବିଧାୟକ ଙ୍କ ଶ୍ମଶାନ ର ପୁନରୁଦ୍ଧାର ନେଇ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ।

ବଲାଙ୍ଗୀର ; ତା-୦୫/୦୧(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ସାଇ ର ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା ।ତାଙ୍କ ଦାହ ସଂସ୍କାର କାର୍ଯ୍ୟ ରେ ଶ୍ମଶାନ କୁ ଆସିଥିବା ବେଳେ ଶ୍ମଶାନ ଅବସ୍ଥା ଦେଖି ଦୁଃଖିତ ହେବା ସହ ପୂର୍ବତନ ସରକାର ଙ୍କ ଅବହେଳା କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଯଥା ଶୀଘ୍ର ଶ୍ମଶାନ ର ପୁନରୁଦ୍ଧାର କରାଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *